ଓଡିଶା

ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

(ମହାଭାରତ,ଢେଙ୍କାନାଳ): ଢେଙ୍କାନାଳ ସହର ସ୍ଥିତ ଦକ୍ଷିଣକାଳୀ ମନ୍ଦିର ସାମ୍ନାରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି । ସୋମବାର ସକାଳେ ମୃତଦେହଟି ଏକ ନାଳ କଡରେ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏଥିସହ କେଉଁ ପରିସ୍ଥିତିରେ, କିଭଳି ବୃଦ୍ଧଙ୍କ ମୃତ୍ୟୁ ଘଟିଲା ଓ ତାଙ୍କର ପ୍ରକୃତ ପରିଚୟ ଏଯାଏ ମିଳି ନଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Related posts

କରୋନା ସଚେତନତା କାର୍ଯ୍ୟକ୍ରମ ଓ ମାକ୍ସ ବଣ୍ଟନ

mahabharatanews

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ

mahabharatanews

ଲିଙ୍ଗରାଜଙ୍କ ନିକଟରେ ଲାଗି ହେଲା ଭୋଗ

mahabharatanews

Leave a Comment