ଓଡିଶା

କଣ୍ଟିଆପଡା ପଞ୍ଚାୟତ ସମିତି ସଭ୍ୟ ପାଇଁ ୨ ପ୍ରାର୍ଥପତ୍ର ଦାଖଲ

କେନ୍ଦୁଝର: ପାଟଣାବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ସମିତିସଭ୍ୟ ପଦବୀ ଖାଲି ଥିବା ବେଳେ ପାଟଣାବ୍ଲକ ନିର୍ବାଚନ ବିଜ୍ଞପ୍ତି ଅନୁସାରେ ଆସନ୍ତା ମାର୍ଚ୍ଚ ୨୦ ତାରିଖରେ କଣ୍ଟିଆପଡା ସମିତି ସଭ୍ୟ ଉପନିର୍ବାଚନ ହେବ । ସମିତିସଭ୍ୟ ପଦବୀ ନିମନ୍ତେ କଣ୍ଟିଆପଡା ପଞ୍ଚାୟତର ଦୁଇଜଣ ଆଶାୟୀ ବିଭୁତି ଭୂଷଣ ନାୟକ ଓ ବିଜୟ କୁମାର ନାଏକ ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ପାଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Related posts

ରାଜ୍ୟରେ  ଗତ୨୪ ଘଣ୍ଟା ମଧ୍ୟରେ ୧୧ କରୋନା ମୃତ୍ୟୁ

mahabharatanews

ରାଜ୍ୟରେ ଆଉ ୩ କରେ।ନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟ ୧୭୩

mahabharatanews

ରାସ୍ତାରେ ଶୋଇ ଥିବା ଷଣ୍ଢ ପଲଙ୍କୁ ଚାପି ଦେଲା ହାଇଓ୍ଵା, ଉତ୍ୟକ୍ତ ଲୋକେ ଜାଳିଦେଲେ ହାଇଓ୍ବା

mahabharatanews