ଓଡିଶା

କଲେଜରେ ବୁଲିଲେ ଭାଲୁ

(ମହାଭାରତ, ନୂଆପଡା): ନୂଆପଡା ସଦର ମହକୁମାସ୍ଥିତ ନ୍ୟାସନାଲ କଲେଜ ପରିସରରେ ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଗତକାଲି ଅପରାହ୍ନ ୪ଟାରେ କଲେଜ ପରିସରରେ ଏହି ଭାଲୁମାନେ ବିଚରଣ କରୁଥିଲେ । ସେମାନେ ପ୍ରାୟ ୩ ଘଣ୍ଟା ଧରି ବୁଲାବୁଲି କରିବା ପରେ ଜଙ୍ଗଲ ଭିତରକୁ ଫେରି ଯାଇଥିଲେ । ତେବେ ଏଠାରେ ବୁୁଲୁଥିବା ବେଳେ ସେମାନେ କାହାକୁ ଆକ୍ରମଣ କରିନାହାନ୍ତି । କିନ୍ତୁ ଭାଲୁ ବୁଲୁଥିବା ଦେଖି କଲେଜ କର୍ମଚାରୀ ଓ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି । ଭାଲୁମାନେ ଖାଦ୍ୟ ସନ୍ଧାନରେ ନିକଟରେ ଥିବା ଜଙ୍ଗଲରୁ ଆସିଥିବା କୁହାଯାଉଛି ।

Related posts

ଦାନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ: ଦାନର ତିନୋଟି ବିଧି

mahabharatanews

କମିଟି ଅଧ୍ୟକ୍ଷକଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ

mahabharatanews