ଓଡିଶା

କୂଅକୁ ସଫା କରୁଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ଦୁଇ ଭାଇଙ୍କ ମୃତ୍ୟୁ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜଗନ୍ନାଥପାଟଣା ଗାଁରେ ଅ।ଜି ସଂଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ନିଜ ବାରିପଟେ ଥିବା କୂଅକୁ ସଫା କରୁଥିବା ବେଳେ ଶ୍ଵାସରୁଦ୍ଧ ହୋଇ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏମିତି କି ଜଣେ ମଧ୍ୟ ମୃତକ ମାନଙ୍କୁ ସାହାର୍ୟ୍ୟ କରିବାକୁ ଯାଇ ଗୁରୁତ୍ଵର ଅ।ହାତ ହୋଇଛି । ମୃତକ ଦୁଇ ଭାଇ ହେଲେ ଟୁକୁନା ପ୍ରଧାନ ଓ କୈଳାଶ ପ୍ରଧାନ । ଜଗନ୍ନାଥପ୍ରସାଦ ପୋଲିସ ପହଁଚି ଦୁଇ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି ।

Related posts

ରାଜ୍ୟରେ ୬୯୭୦ ଭିକାରୀ ଚିହ୍ନଟ

mahabharatanews

ପ୍ରଦର୍ଶନୀ ପଡ଼ିଆରେ ୭୭ତମ ସ୍ୱାଧୀନତା ଦିବସ

mahabharatanews

କରୋନା ଯୋଦ୍ଧାଙ୍କୁ ମାସ୍କ ବଣ୍ଟନ

mahabharatanews

Leave a Comment