ଅପରାଧ

କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): କ୍ଷୀର ଡିଲର ତଥା ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ବିଳମ୍ବିତ ରାତିରେ ଘର ଡକାୟତି ପରେ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି ସୂଚନାଯୋଗ୍ୟ ଯେ, ହିଲପଟଣା ଠାରେ ଥିବା ହେରିଟେଜ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ସକାଳୁ କିଛି ଦୋକାନୀ କ୍ଷୀର ପାଇଁ ଗଲାବେଳେ ଘଟଣା ସାମ୍ନାକୁ ଆସିଛି। ମୃତ ବ୍ୟବସାୟୀ ହେଲେ ଲମ୍ବୋଦୋର ମୁନି । ଘଟଣାସ୍ଥଳରେ ପୋଲିସ ଏବଂ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Related posts

ଜେଲ ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର

mahabharatanews

ଜୁଆ ଆଡ୍ଡା ଉପରେ ଚଢାଉ,୫ ଗିରଫ

mahabharatanews

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

mahabharatanews