Uncategorized

ଡାଇବେଟିସ ରୋଗୀଙ୍କ ପାଇଁ ୫ଟି ଫଳ

(ମହାଭାରତ): ଶରୀରରେ ବିଭିନ୍ନ ପ୍ରକାର ଦେଖା ଯାଉଥିବା ରୋଗ ମଧ୍ୟରେ ଡାଇବେଟିସ ବା ମଧୁମେହ ବର୍ତ୍ତମାନ ସମୟରେ ଏକ ଲୋକଙ୍କ ପାଇଁ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି ।

ଡାଇବେଟିସରେ ପୀଡିତା ରୋଗୀଙ୍କୁ ହାର୍ଟ ଆଟାକ୍ ହେବାର ଆଶଙ୍କା ମଧ୍ୟ ରହିଥାଏ । ତେଣୁ ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଧିଷ୍ଟ ନୁହେଁ, ଦୈନନ୍ଦିନ ଖାଦ୍ୟପେୟରେ ପରିବର୍ତ୍ତନ ଆଣିବାକୁ ପଡିବ । ଏଥିପାଇଁ ଖାଦ୍ୟରେ କମଳା,ନାସପାତି,ଅଙ୍ଗୁର, ପିଜୁଳି ଓ ସେଓ ପରି ଫଳ ଖାଇବା ଅଭ୍ୟାସ କରନ୍ତି । ଆସନ୍ତୁ ଜାଣିବା ଏସବୁ ଫଳ ଖାଇବା ଦ୍ୱାରା ଡାଇବେଟିସ ରୋଗୀଙ୍କୁ କେଉଁସବୁ ଲାଭ ମିଳିଥାଏ ।

କମଳା: କମଳାରେ ଭିଟାମିନ୍ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି । ଏହାକୁ ଖାଇଲେ ଶରୀରରେ ବ୍ଲଡ ପ୍ରେସର ଓ ବ୍ଲଡ ସୁଗାରର କଣ୍ଟ୍ରୋଲ ହୋଇଥାଏ । କମଳାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଫ୍ଲାବୋପୋଏଡ ସ୍ମୃତିଶକ୍ତିକୁ ପ୍ରଖର କରିବା ସହିତ ନିଦ୍ରାଜନିତ ସମସ୍ୟା ଦୂର କରିଥାଏ ।

ନାସପାତି: ତ୍ୱଚା ପାଇଁ ନାସପାତି ଖୁବ ଭଲ । ତେଣୁ ଏହାକୁ ଖାଇବ।। ଦ୍ୱ।।ର।। ତ୍ୱଚା ସୁସ୍ଥ ରହିବା ଡାଇବେଟିସ ନିୟନ୍ତ୍ରଣରେ ରହିଥାଏ । ନାସପାତି ଫ୍ୟାଟ,କୋଲେଷ୍ଟରଲ ଓ ସୋଡିୟମ୍ ଫ୍ରି ତତ୍ତ୍ୱ ରହିଛି । ଏହାସହିତ ଏଥିରେ ଭିଟାମିନ ସି,ମ୍ୟାଗ୍ନସେୟିମ୍, କପୋର ଓ ପୋଟାସିୟମ୍ ଭରପୁରର ମାତ୍ରାରେ ରହିଛି ।

ପିଜୁଳି: ଏଥିରେ ଭିଟାମିନ୍ ସି,ପୋଟଟାସିୟମ ଓ ସୋଡିମ୍ର ଗୁଣଣ ରହିଥିବାରୁ ଡାଇେବେଟିସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । େମୋଟା ଲୋକମାନେ ଅôଦକ ଟାଇପ-୨ ଡାଇବେଟିସ ରୋଗୀର ଶିକାର ହୋଇଥାନ୍ତି । ଏଥିପାଇଁ ଏହି ପ୍ରକାର ଡାଇେବେଟିସ ରୋଗୀ ନିଜ ଡ।।ଏଟରେ ନିଶ୍ଚୟ ପିଜୁଳିକୁ ସାମିଲ କରନ୍ତୁ ।

ଅଙ୍ଗୁର: ଅଙ୍ଗୁର ଖାଇଲେ ଡାଇବେଟିସ ନିୟନ୍ତ୍ରିତତ ରହିଥାଏ । ଏଥିସହିତ ଏଥିରେ ଥିବା ଭିଟାମିନ୍ କେ ହାଡକୁ ମଜବୁତ କରିଥାଏ ଏବଂ ପୋଟାସିୟମ୍ ବ୍ଲଡ ପ୍ରେସରରକୁ ନିୟନ୍ତ୍ରଣ କରିଥାଏ ।

Related posts

ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଓସ୍ତ

mahabharatanews

କୋରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୭୦୦ ଟପିଲା, ୩୪ ହଜାରରୁ ଉଦ୍ଧ୍ୱର୍ ଆକ୍ରାନ୍ତ

mahabharatanews

ଆମେରିକୀୟ ନୌସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

mahabharatanews

Leave a Comment