ଓଡିଶା

ପୁରୀରେ ଆଂଶିକ ବନ୍ଦ

(ମହାଭାରତ, ପୁରୀ): କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ଶ୍ରମିକ ସଂଗଠନମାନେ ଏଠାରେ ଧର୍ମଘଟ କରିଥିଲେ । ପୁରୀ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ରେଳରୋକ କରିଥିଲେ । ବିଭିନ୍ନ ସଂଗଠନ ବୁଧବାର ସକାଳେ ଦୁଇଟି ପାସେଞ୍ଜର ଟ୍ରେନ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ କିଛି ରେଳ ଚଳାଚଳ ପ୍ରଭାବିତ ହୋଇଥିଲା । ଏହାସହ ବସଷ୍ଟାଣ୍ଡରେ ମଧ୍ୟ ଘରୋଇ ବସ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।

Related posts

୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି: ସୁରେଶ ପୂଜାରୀ

mahabharatanews

 ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ 

mahabharatanews

ବନ୍ଦ ଘରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

mahabharatanews