Uncategorized

ବିମାନ କମ୍ପାନୀରେ ଯୌନ ଉତ୍ପୀଡନ ନେଇ ଡିଜିଏ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଡିରେକ୍ଟରେଟ ଜେନେରାଲ ଅଫ ସିଭିଲ ଆଭିଏସନ (ଡିଜିସିଏ) ପକ୍ଷରୁ ଦେଶର ସମସ୍ତ ବିମାନ କମ୍ପାନୀର ସିଇଓଙ୍କୁ ଏକ ଲିଖିତ ଆଦେଶ ଜାରି କରାଯାଇଛି । ଚିଠିରେ ସମସ୍ତ କମ୍ପାନୀରେ ହେଉଥିବା ଯୌନ ଉତ୍ପୀଡନର ମୁକାବିଲା ପାଇଁ ବିଶାଖା ଗାଇଡଲାଇନ୍ସକୁ ପାଳନ କରୁନ୍ତୁ । ଡିଜିସିଏ କହିଛନ୍ତି, କହିଛନ୍ତି, ତାଙ୍କ ନିକଟରେ ବହୁ ବରିଷ୍ଠ ସହଯେ।ଗୀଙ୍କ ଦ୍ୱାରା ଉତ୍ପୀଡନ ସମ୍ବନ୍ଧରେ ମହିଳା ପାଇଲଟ, କ୍ୟାବିନ କ୍ରୁ ଓ ଅନ୍ୟ ଟେକ୍ସିସିଆନଙ୍କ ଠାୁ ଅଭିଯୋଗ ମିଳିଛି । ଡିଜିସିଏ କହିଛନ୍ତି, ସମସ୍ତ ଏୟାର ଲାଇନକୁ ବିଶାଖା ଗାଇଡଲାଇନ୍ସକୁ କଡାକଡି ପାଳନ କରିବାକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି । ତେଣୁ ସମସ୍ତ କମ୍ପାନୀକୁ ଏସମ୍ପର୍କରେ ବ୍ୟାପକ ପଚାର ପ୍ରସାର କରିବାକୁ କୁହାଯାଇଛି ।

କାର୍ଯ୍ୟକ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନ ବିରୋଧରେ ୧୯୯୭ରେ ସୁପ୍ରିମ କୋର୍ଯ କିଛି ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାକୁ ବିଶାଖା ଗାଇଡଲାଇନ୍ସର ନାମ କରଣ କରାଯାଇଥିଲା । ଏଥିରେ ବିଶ।।ଖା ଓ ଅନ୍ୟ ବନ।।ମ ରାଜସ୍ତାନ ସରକାର ଓ ଭାରତ ସରକାର ମାମଲା ଭାବେ ଜଣାଯାଏ । ସୁପ୍ରିମ କୋର୍ଟ ଏହି ଗାଇଡଲାଲନରେ କହିଥିଲେ ଯୌନ ଉତ୍ପୀଡନ, ସମ୍ବିଧାନରେ ନିହିତ ମୌଳିକ ଅଧିକାର ଅନୁଚ୍ଛେଦ ୧୪, ୧୫ ଓ ୨୧ର ଉଲ୍ଲଙ୍ଘନ ଅଟେ ।

Related posts

ଶୀତୁଆ ପାଗରେ ପ୍ରସ୍ତୁତ କରନ୍ତୁ ଏଗ୍ ବୋଣ୍ଡା

mahabharatanews

ଅ।ଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

mahabharatanews

ଶୋଫିଆନରେ ୪ ଆତଙ୍କୀ ନିହତ

mahabharatanews

Leave a Comment