Uncategorized

ଶହୀଦ ଯବାନଙ୍କୁ କେଜ୍ରିୱାଲଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

(ନୂଆଦିଲ୍ଲୀ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପୁଲୱାମା ଆକ୍ରମଣକୁ ବର୍ଷେ ପୁରିଛି । ଏହି ଦିନକୁ ମନେ ପକାଇ ଟୁଇଟ କରି କେଜ୍ରିୱାଲ ଶହୀଦ ଯବାନମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ।

Related posts

ଏହିସବୁ କାମ ପାଇଁ ବ୍ୟବହାର କରିପାରରିବେ ‘ବେବି ପାଉଡର’

mahabharatanews

ସିଆଇଏସଏଫ ପ୍ରୋଟୋକଲ ବ୍ରେକ: ସୋମନାଥଙ୍କ ମୋବାଇଲ ଜବତ

mahabharatanews

ଦେଶରେ ୨୪ ଘଣ୍ଟାରେ ୧୦ ହଜାର ଟପିଲା ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews