Uncategorized

ସୁଖାଇ-୩୦ର ତଞ୍ଜାବୁରରେ ସାମିଲ ଏକ ସଫଳତା: ଏୟାର ମାର୍ସାଲ

ତଞ୍ଜାବୁର: ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ରାକେଶ ସିଂହ ଭଦୌରିଆ ଦକ୍ଷିଣ ଭ।।ରତର ତଂଜାବୁରରେ ପ୍ରଥମ ସୁଖାଇ-୩୦ ଯୁଦ୍ଧ ବିମାନର ସ୍କବାଡ୍ରନଙ୍କୁ ସାମିଲ କରିବା ଶକ୍ତି କ୍ଷେତ୍ରରେ ଏକ ବଡ ସଫଳତା ସାବ୍ୟସ୍ତ ହୋଇଛି ବୋଲି କହିଛନ୍ତି । ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ସମ୍ପର୍କରେ କହିଛନ୍ତି, ସଂଯୁକ୍ତ ବୁନିଆଦି ଢାଞ୍ଚା ଗଠନ କରିବା ଓ ଏକତା ଆଣିବା କ୍ଷେତ୍ରରେ ସିଡିଏସ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ତଞ୍ଜାବୁରରେ ପ୍ରଥମ ସୁଖାଇ-୩୦ ଯୁଦ୍ଧ ବିମାନର ସ୍କ୍ୱାଡ୍ରନଙ୍କୁ ସାମିଲ କରିବା ସମ୍ପର୍କରେ ଭଦୌରିଆ କହିଛନ୍ତି, ଏହା ଦକ୍ଷିଣ ବାୟୁ କମାଣର ଅଂଶ ଅଟେ । ବାୟୁ ସେନାର ପରିଚାଳନା କ୍ଷମତା ଥିବା ଦୃଷ୍ଟିକୋଣରୁ ଏହା ଆମର ଶକ୍ତି କ୍ଷେତ୍ରରେ ବହୁ ସଫଳତା ଆଣିଛି । ଏୟାର ଚିଫ ମାର୍ସାଲ ଦିଲ୍ଲୀର ପ୍ୟାରେଡ ମୈଦାନରେ ଏନସିିସି କ୍ୟାମ୍ପକୁ ନେଇ କହିଛନ୍ତି, ସୈନ୍ୟ ସେବାର ପବିତ୍ର ଗଠନ ଓ ସାମାଜିକ ସୁରକ୍ଷାରେ ଏନସିସିର ପ୍ରମୁଖ ଭୂମିକା ରହିଛି । ବିଭିନ୍ନ ସାଂସ୍କୃତିକ ପୃଷ୍ଠଭୂମିରୁ ଆସୁଥିବା କ୍ୟାଡେଡଙ୍କୁ ଏକ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ ।

Related posts

ଦେଶରେ ୧୦୭୯୬ କରୋନା ଆକ୍ରାନ୍ତ

mahabharatanews

ଚନ୍ଦ୍ରଶେଖରଙ୍କ ଜାମିନ ସ୍ଥଗିତ

mahabharatanews

ସାହିନ ବାଗ ଧମକ ଘଟଣା: ମାଲିକକୁ ପୁଲିସର ପଚରାଉଚରା

mahabharatanews

Leave a Comment