Uncategorized

ସୁଭାଷ ଗର୍ଗ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ

(ଅମରାବତୀ): ଭାରତ ସରକାରଙ୍କ ପୂର୍ବତନ ଅର୍ଥ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ ଅଫିସର ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ପରାମର୍ଶଦାତା ନିଯୁ୍କ୍ତ କରାଯାଇଛି । ସେ ସରକାରଙ୍କ ସମ୍ବଳ ସଂଗ୍ରହଣ କାମଗୁଡିକୁ ତଦାରଖ କରିବେ । ରାଜ୍ୟ ସରକାର ତାଙ୍କ ବିଷୟରେ ବହୁ ତର୍ଜମା କରିବା ପରେ ରବିବାର ଏହି ପଦରେ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ମିଳିଥିବା ପଦ ଜଣେ କ୍ୟାବିନଟ ମନ୍ତ୍ରୀଙ୍କ ପାହ୍ୟା ସହ ସମାନ ବୋଲି ଜଣାପଡିଛି । ତେବେ ଦାୟୀତ୍ୱ ଗ୍ରହଣ କରିବା ପରେ ଗର୍ଗ ଆଗାମୀ ୨ ବର୍ଷ ଯାଏ ଏହି ପଦ ସମ୍ଭାଳିବେ । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ୧୫ ଦିନ ତାଲିମ ସହ ୭ରୁ ୧୦ ଦିନ ବିଭାଗରେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି ।

Related posts

ଇରାନର ମିସାଇଲ ମାଡ ପରେ… ଟ୍ରମ୍ପ କହିଲେ ଅଲ୍ ଇଜ୍ ୱେଲ୍

mahabharatanews

କ’ଣ ଆପଣଙ୍କ ହାତରେ ରହିଛି କି ଏହି ରେଖା? ତେବେ କରିପାରନ୍ତି ପ୍ରେମ ବିବାହ

mahabharatanews

ଭାରତରେ ଆଉ ୨୨ହଜାର ୭୭୧ ନୂଆ କରୋନା ଚିହ୍ନଟ

mahabharatanews