Uncategorized

୩୦ହଜାର ସ୍ୱେଚ୍ଛାସେବୀ ପଶ୍ଚିମ ବଙ୍ଗରେ ସିଏଏ ସଚେତନତା କରିବେ

ନୂଅ।ଦିଲ୍ଲୀ: ସିଏଏ ପ୍ରସଙ୍ଗକୁ ନେଇ ବାସ୍ତବ ସୂଚନା ଦେବା ଏବଂ ଏହା ବିରୋଧରେ ଉଠିଥିବା ଗୁଜବକୁ ପ୍ରତିହତ କରିବା ଲକ୍ଷ୍ୟରେ ଭାରତୀୟ ଜନତା ଦଳ ପଶ୍ଚିମବଙ୍ଗକୁ ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀଙ୍କୁ ପଠାଇବ । ସ୍ୱେଚ୍ଛାସେବୀମାନେ ଘରଘର ବୁଲି ଏହି ଅ ।ଇନ ବିଷୟରେ ଲୋକମାନଙ୍କୁ ବୁଝାଇବେ । ଜାନୁଅ ।ରୀ ଶେଷ ଅ ।ଡ଼କୁ ଏହି ଅଭିଯାନ ଅ ।ରମ୍ଭ ହେବ ।

ଦଳର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେ ପି ନା‡ାଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ବିଜେପି । ଏ ବିଷୟରେ ଅ ।ସନ୍ତାକାଲି ବିଜେପିର ମହିଳା ଶାଖା ସହ ଏକ ବୈଠକ ଅ ।ୟୋଜନ କରାଯାଇଛି । ଏହା ସହ “ସିଏଏ’କୁ ସମର୍ଥନ କରି କୋଟି କୋଟି ଲୋକ ଲେଖିଥିବା ଚିଠିଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଯିବ ।

Related posts

ଜାପାନରେ ଭୂକମ୍ପ, ତୀବ୍ରତା ୫.୯ ରେକର୍ଡ

mahabharatanews

ସ୍ୱପ୍ନରେ ଏଭଳି ପକ୍ଷୀ ଦେଖୁଛନ୍ତି କି? ଶେଷ ହୋଇପାରେ ଆପଣଙ୍କ ସମସ୍ୟା

mahabharatanews

ସିନେମା ପରଦାରେ ଦାଦାଙ୍କ ବାୟୋପିକ

mahabharatanews

Leave a Comment