Uncategorized

ଡ୍ରାଗ୍ସ ସହ ନାଇଜେରୀୟ ଯୁବକ ଗିରଫ

ପାନାଜି: ଗୁରୁବାର ଦିନ ଏକ କ୍ରାଇମ ବ୍ରାଞ୍ଚ ଦଳ ଜଣେ ନାଇଜେରୀୟ ନାଗରିକଙ୍କୁ ଗିରଫ କରିବା ସହ ତା ନିକଟରୁ ଡ୍ରଗ୍ସ ଜବତ କରିଥିଲେ । ଭାଦ୍ଦି ସିଓଲିମ ଅଞ୍ଚଳରୁ ଗିରଫ ହୋଇଥିବା ନାଇଜେରୀୟ ହେଲେ ୩୭ ବର୍ଷୀୟ ଓନ୍ୟିନିଚି ଏନଇନାନ୍ୟା ଅରୁଙ୍ଗ୍ା ପିଟର । ପୁଲିସ ଅନୁଯାୟୀ, ପିଟର ୪୮.୩୦ ଗ୍ରାମର କୋକିନ, ଏସଏସଡି ପେପର ୦.୧୨ ଗ୍ରାମର ନିଜ ପାଖରେ ରଖିଥିଲେ, ଯାହାର ଆନୁମାନିକ ମୂଲ୍ୟ ୫.୪ ଲକ୍ଷ ଟଙ୍କା । ଏହାକୁ ସେ ତାଙ୍କ ସ୍କୁଟର ଡିକିରେ ରଖିଥିଲେ । ନାରାୟନ ଚିମୁଲକରଙ୍କ ନେତୃତ୍ୱରେ ଏକ ଦଳ ପିଟରଙ୍କ ଯାଞ୍ଚ କରିବା ବେଳେ ଏତେ ପରିମାଣର କୋକିନ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ ଓ ପିଟରଙ୍କ ସ୍କୁଟରକୁ ମଧ୍ୟ ଜବତ କରିଥିଲେ ।

Related posts

ବ୍ରଜପାତରେ ୧୬ ବର୍ଷର ବାଳକର ମୃତ୍ୟୁ

mahabharatanews

ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେବୁ ନାହିଁ: ସୁପ୍ରିମକୋର୍ଟ

mahabharatanews

ସିଏଏ ବିରୋଧୀ ବିକ୍ଷୋଭକାରୀ ଲକ୍ଷେ୍ନø ଜେଲରୁ ଖଲାସ

mahabharatanews

Leave a Comment