ଓଡିଶାମୋହନ ଭାଗବତଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦmahabharatanewsDecember 27, 2019 by mahabharatanewsDecember 27, 20190409 (ମହାଭାରତ / ନୂଆଦିଲ୍ଳୀ ): ସମସ୍ତ ଭାରତୀୟ ହିନ୍ଦୁ । ବିଜେପିର ଆଦର୍ଶଗତ ଗୁରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର...
Uncategorizedନେତନ୍ୟାହୁ ଲିକୁଡ ପାର୍ଟି ଅଧ୍ୟକ୍ଷ ନିର୍ବାଚିତmahabharatanewsDecember 27, 2019December 27, 2019 by mahabharatanewsDecember 27, 2019December 27, 20190358 (ମହାଭାରତ, ଜେରୁଜେଲମ): ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଲିକୁଡ ପାର୍ଟି ଅଧ୍ୟକ୍ଷ ପଦବୀ ଲାଗି ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି । ଦଳ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଲିକୁଡ ପାର୍ଟି ଅଧ୍ୟକ୍ଷ ପାଇଁ...
Uncategorizedକାଜାକସ୍ତାନରେ ବିମାନ ଦୁର୍ଘଟଣା, ୧୪ ଯାତ୍ରୀଙ୍କ ମୃତ୍ୟୁmahabharatanewsDecember 27, 2019 by mahabharatanewsDecember 27, 20190240 (ନୂର-ସୁଲତାନ): ଶୁକ୍ରବାର ୧୦୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା କାଜାକସ୍ତାନର ଏକ ବିମାନ ଅଲମାଟି ବିମାନ ବନ୍ଦର ନିକଟରେ ତଳକୁ ଖସି ପଡ଼ି ଦୁର୍ଘଟଣା ଗସ୍ତ ହୋଇଛି । ସ୍ଥାନୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ,ସକାଳ...
Uncategorizedଐଶ୍ୱର୍ଯ୍ୟାଙ୍କ ସବୁ ଜିନିଷ ବାପ ଘରକୁ ପଠାଇଲେ ଶାଶୂ ରାବିଡିmahabharatanewsDecember 27, 2019 by mahabharatanewsDecember 27, 20190335 (ପାଟନା): ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ଫ୍ୟାମିଲି ହାଇଭୋଲଟେଜ ଡ୍ରାମା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ହେବ ଲାଲୁଙ୍କ ବଡ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ...
ଓଡିଶାବୋଲଗଡ଼ ମହୋତ୍ସବ ଉଦଘାଟିତmahabharatanewsDecember 27, 2019 by mahabharatanewsDecember 27, 20190424 (ମହାଭାରତ, ବୋଲଗଡ): ବୋଲଗଡ଼ର ଐତିହ୍ୟ , ସଂସ୍କୃତି ପରମ୍ପରା ସହିତ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣରେ ୧୬ ତମ ବୋଲଗଡ଼ ମହୋତ୍ସବ ‘ଆଶା ୨୦୧୯’ ଉଦଘାଟିତ ହୋଇଛି । ସ୍ଥାନୀୟ ବାମନ ଉଚ୍ଚ ବିଦ୍ୟାଳୟ ଖେଳ...
ଓଡିଶାବନ୍ଧୁକ ମୁନରେ ୨ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟିଲେ ଦୁର୍ବୃତ୍ତmahabharatanewsDecember 27, 2019 by mahabharatanewsDecember 27, 20190381 (ମହାଭାରତ, ସୋର): ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ମାତ୍ର କିଛିଦିନର ବ୍ୟବଧାନ ପରେ ଲୁଟେରାମାନେ ପୁଣି ଥରେ ଆତଙ୍କ ଖେଳାଇଛନ୍ତି । ଦିବାଲୋକରେ ବିଚ୍ ରାସ୍ତା ଉପରେ...
ଓଡିଶାସ୍ୱାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ଦେଲା ସୁପାରିmahabharatanewsDecember 27, 2019 by mahabharatanewsDecember 27, 20190480 (ମହାଭାରତ,ବଣାଇ): ସ୍ୱାମୀ ନାଁରେ ମଥାରେ ସିନ୍ଦୁର ପିନ୍ଧୁଥିବା ସ୍ତ୍ରୀ ସୁପାରି ଦେଇ ତାକୁ ହତ୍ୟା କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି ସୁନ୍ଦରଗଡ ପୋଲିସ । ଫଳରେ ସ୍ୱାମୀକୁ ହତ୍ୟା କରି...
ଓଡିଶାବିଜେଡିର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିରmahabharatanewsDecember 27, 2019 by mahabharatanewsDecember 27, 20190302 (ମହାଭାରତ, କାମାକ୍ଷାନଗର): ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସକୁ ନେଇ ସାରା ରାଜ୍ୟରେ ବିଜେଡ଼ି ତରଫରୁ ଖୁବ ଧୁମ ଧାମରେ ପାଳନ କରାଯାଉଥିବା ବେଳେ ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ...
ଓଡିଶାମୃତ ବ୍ୟକ୍ତିଙ୍କ ନାମରେ ଧାନ ବିକୁଛି ଦଲାଲmahabharatanewsDecember 27, 2019 by mahabharatanewsDecember 27, 20190376 (ସୂର୍ଯ୍ୟକାନ୍ତ ବେହେରା) ମାଲକାନଗିରି: ଧାନ ବିକ୍ରିରେ କେଳେଙ୍କାରୀ । ଭାଗଚାଷୀ ନାଁରେ ଦଲାଲ ବିକୁଛି ଧାନ । ଅକଳରେ ପ୍ରକୃତ ହିତାଧିକାରୀ । ଥାନାରେ ଏତଲା । ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଖୋଲି,...
ଓଡିଶା୧୧୨ କିଲୋ ଗଞ୍ଜେଇ ଜବତ, ୫ ଗିରଫmahabharatanewsDecember 27, 2019 by mahabharatanewsDecember 27, 20190439 (ମହାଭାରତ, ମାଲକାନଗିରି): ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ମହିଳା ସାମିଲ ହେଉଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଟନେଲ୍ କ୍ୟାମ୍ପ ଅଞ୍ଚଳରେ ସକ୍ରିୟ ଥିବା ଏକ...