ଓଡିଶାପର୍ବ ପର୍ବାଣିଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉmahabharatanewsNovember 5, 2025 by mahabharatanewsNovember 5, 202504 ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ରାଜାରାଜେଶ୍ୱର ବେଶ ବା ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଭୋରରୁ...
ଓଡିଶାପର୍ବ ପର୍ବାଣିକାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ବଳୀ ବାମନ ଓ ପର୍ଶୁରାମ ବେଶରେ ଦର୍ଶନ ଦେଲେ ଜଗନ୍ନାଥ ଓ ବଳଭଦ୍ରmahabharatanewsNovember 4, 2025 by mahabharatanewsNovember 4, 202506 ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଠାକୁରଙ୍କ ଦର୍ଶନ ଓ ସକାଳ ଆଳତୀ ଦର୍ଶନ ସକାଶେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।...
ଓଡିଶାପର୍ବ ପର୍ବାଣିରାଜାରାଜୁଡା ଅମଳର ମା ଭୈରବୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବmahabharatanewsNovember 4, 2025 by mahabharatanewsNovember 4, 2025016 ମା ଭୈରବୀଙ୍କ ମନ୍ଦିରର ରତ୍ନମୁଦ ଅବସରରେ ବୌଦ୍ଧ ଜିଲ୍ଲା ତିଲେଶ୍ଵର ପଞ୍ଚାୟତ ତାକୁଡ଼ ଗାଁରେ ଭବ୍ୟ କଳସ ଶୋଭାଯାତ୍ରା ସହ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ଗାଁର ଶତାଧିକ ମହିଳାମାନେ ନୂଆ ପାରମ୍ପରିକ...
ଓଡିଶାପର୍ବ ପର୍ବାଣିକଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠmahabharatanewsSeptember 29, 2025 by mahabharatanewsSeptember 29, 2025037 କଟକ:- କଟକ ବାଲିଯାତ୍ରା ଉପର ପଡ଼ିଆରେ ହୋଇପାରେ ବାଲିଯାତ୍ରା । କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ । ଆସନ୍ତା...
ଓଡିଶାପର୍ବ ପର୍ବାଣିଏଥର କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣିmahabharatanewsSeptember 1, 2025September 1, 2025 by mahabharatanewsSeptember 1, 2025September 1, 2025075 ଭୁବନେଶ୍ୱର:- ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା । ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଏଥର ଦୁର୍ଗାପୂଜା ଭସାଣିରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ...
ଓଡିଶାପର୍ବ ପର୍ବାଣିସରିଲା ହେରାପଞ୍ଚମୀ ନୀତି, ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥmahabharatanewsJuly 12, 2024 by mahabharatanewsJuly 12, 2024078 ପୁରୀ: ସରିଛି ହେରାପଞ୍ଚମୀ ନୀତି। ଅଭିମାନୀନି ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗରେ ନନ୍ଦିଘୋଷ ରଥକୁ ଭାଙ୍ଗି ଶ୍ରୀନଅରକୁ ଫେରିଯାଇଛନ୍ତି । ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ଆଜ୍ଞାମାଳ ଲାଗିପରେ ୩ ରଥ...
ଓଡିଶାପର୍ବ ପର୍ବାଣିଆଜି ହେରାପଞ୍ଚମୀ, ମା’ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷmahabharatanewsJuly 11, 2024 by mahabharatanewsJuly 11, 2024062 ପୁରୀ: ଆଜି ହେରାପଞ୍ଚମୀ । ପରମ୍ପରା ଅନୁସାରେ ମା’ ଲକ୍ଷ୍ମୀ ଆସିବେ ରଥଭାଙ୍ଗିବାକୁ । ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ଧରି ମହାପ୍ରଭୁ ଜନ୍ମବେଦୀକୁ ଆସିଛନ୍ତି । ମା’ ଲକ୍ଷ୍ମୀଙ୍କୁ ସାଥୀରେ...
ଓଡିଶାପର୍ବ ପର୍ବାଣିସଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଗବତୀmahabharatanewsOctober 24, 2023 by mahabharatanewsOctober 24, 20230104 ବାଣପୁର/ସୁଧିର କୁମାର ପାତ୍ର : ଓଡ଼ିଶାର ଅନନ୍ୟ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀଙ୍କ ପୀଠ ଅନ୍ୟତମ। ମା’ ଭଗବତୀଙ୍କ ଷୋଡଶ ଦିନାତ୍ମକ ପୂଜା ଶେଷରେ ବିଜୟାଦଶମୀ ପାଳନ କରାଯାଏ। ଏହି...
ଓଡିଶାପର୍ବ ପର୍ବାଣିସମସ୍ତ ମଣ୍ଡପରେ ଚାଲିଛି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କର ଦଶହରା ପୂଜାmahabharatanewsOctober 24, 2023 by mahabharatanewsOctober 24, 20230113 ବ୍ୟୁରୋ: ଅଧର୍ମ ଉପରେ ଧର୍ମର ଜୟ ।ଅସତ୍ୟ ଉପରେ ସତ୍ୟର ବିଜୟ । ସୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଆଜି ବିଜୟା ଦଶମୀ । ଆଜି ହେଉଛି ଅଶ୍ୱିନ ମାସ ଶୁକ୍ଲ ପକ୍ଷର ଦଶମୀ ତିଥି...
ଓଡିଶାପର୍ବ ପର୍ବାଣିମହାକାଳେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ଗାୟତ୍ରୀ ମହାଯଜ୍ଞ ଆୟୋଯିତmahabharatanewsMay 13, 2023May 13, 2023 by mahabharatanewsMay 13, 2023May 13, 20230132 ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ: ବ୍ୟକ୍ତି ର ବିକାଶ ରେ ସମାଜ ର ବିକାଶ l ପାରାଦୀପ ବିଜୟଚନ୍ଦ୍ରପୁର ଠାରେ ପ୍ରଭୁ ମହାକାଳେଶ୍ଵରଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଛି l...