ଭାରତସ୍ୱାସ୍ଥ୍ୟ୨୪ ଘଣ୍ଟାରେ ଦେଶରେ ୯,୦୬୨ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 17, 2022August 17, 2022 by mahabharatanewsAugust 17, 2022August 17, 20220148 ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ରହିଛି । ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୦୬୨ କରୋନା ଆକ୍ରାନ୍ତ ଚିହ୍ନଟ ଓ ୩୬...
ଓଡିଶାସ୍ୱାସ୍ଥ୍ୟ୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୮୦ କରୋନା ଆକ୍ରାନ୍ତ ଚିହ୍ନଟ୍ରmahabharatanewsAugust 17, 2022 by mahabharatanewsAugust 17, 20220142 ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୫୫ ଥିବାବେଳେ ଆଜି ୨୮୦ ଜଣ...
ଓଡିଶାସ୍ୱାସ୍ଥ୍ୟଶରୀର ପାଇଁ ଅମୃତ ଅପରାଜିତା ଫୁଲmahabharatanewsAugust 16, 2022 by mahabharatanewsAugust 16, 20220228 ଭୁବନେଶ୍ୱର: ଅପରାଜିତା । ଏ ଏମିତି ଏକ ଫୁଲ ଯାହା ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମିଳୁଥିବା ସାଧାରଣ ଗଛଟି । ଏହା ଯେଉଁଠି ନାହିଁ ସେଇଠି ଲଟା ପରି ମାଡିଯାଏ...
ଭାରତସ୍ୱାସ୍ଥ୍ୟ୨୪ଘଣ୍ଟା ମଧ୍ୟରେ ଦେଶରେ ୮ହଜାର ୮୧୩ଟି କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 16, 2022 by mahabharatanewsAugust 16, 20220120 ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୮ହଜାର ୮୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୯ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଜୁନ୍ ୧୫...
ଓଡିଶାସ୍ୱାସ୍ଥ୍ୟ୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୫୫ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 16, 2022 by mahabharatanewsAugust 16, 20220118 ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ତେବେ ଆଜି କରୋନା ସଂକ୍ରମଣ ୩ଶହ ତଳକୁ ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ୨୫୫ ଜଣ କରୋନା ପଜିଟିଭ...
ଓଡିଶାସ୍ୱାସ୍ଥ୍ୟପୁଣି ଥରେ କରୋନାରେ ଆକ୍ରାନ୍ତ ହେଲେ ସୋନିଆ ଗାନ୍ଧୀmahabharatanewsAugust 13, 2022 by mahabharatanewsAugust 13, 20220161 ନୂଆଦିଲ୍ଳୀ: ପୁଣି ଥରେ କରୋନାରେ ଆକ୍ରାନ୍ତ ହେଲେ ସୋନିଆ ଗାନ୍ଧୀ। ସେ ଚଳିତବର୍ଷ ଜୁନ୍ ମାସରେ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ । ଏବେ ପୁଣି ଥରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି ;୪୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 13, 2022 by mahabharatanewsAugust 13, 20220124 ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ଗତକାଲି ୫ ଶହ ଉପରେ ଥିଲା ବେଳେ ଆଜି ୫ ଶହ ତଳେ ରହିଛି। ଗତକାଲି ୫୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା...
ଭାରତସ୍ୱାସ୍ଥ୍ୟପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେmahabharatanewsAugust 12, 2022August 12, 2022 by mahabharatanewsAugust 12, 2022August 12, 20220148 ବ୍ୟୁରୋ : ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ରହିଛି । ଏହି କ୍ରମରେ ପ୍ରଥମେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଓ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁ ଶ୍ରୀବାସ୍ତବଙ୍କ ପରିବାର...
ଵାଣିଜ୍ୟସ୍ୱାସ୍ଥ୍ୟ୨୦୨୩ରୁ ଜନସନ ଏଣ୍ଡ ଜନସନ ପାଉଡର ବିକ୍ରି ବନ୍ଦ ହେବmahabharatanewsAugust 12, 2022 by mahabharatanewsAugust 12, 20220113 ନୂଆଦିଲ୍ଲୀ: ୨୦୨୩ରୁ ଭାରତରେ ଜନସନ ଏଣ୍ଡ ଜନସନ ଶିଶୁ ପାଉଡର ବିକ୍ରି ବନ୍ଦ କରାଯିବ ବୋଲି ଔଷଧ ନିର୍ମାତାମାନେ କହିଛନ୍ତି। ତେବେ ଆମେରିକାରେ ଏହାର ବିକ୍ରି ଦୁଇ ବର୍ଷରୁ ଅଧିକ ସମୟ ଧରି ବନ୍ଦ...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିଛି; ୫୮୩ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 12, 2022August 12, 2022 by mahabharatanewsAugust 12, 2022August 12, 20220137 ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିଛି। ଗତକାଲି ୫୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ...