ବିଶ୍ୱସ୍ୱାସ୍ଥ୍ୟଠାବ ହୋଇଥିବା କରୋନା ଭାଇରସ୍ର ଭ୍ୟାରିଏଣ୍ଟ XBB.୧.୧୬ ଏବେ ନିଜର ରୂପ ବଦଳାଇବାରେ ଲାଗିଛmahabharatanewsApril 8, 2023 by mahabharatanewsApril 8, 20230130 ନୂଆ ଦୀଲ୍ଲି: ନୂଆ କରି ଠାବ ହୋଇଥିବା କରୋନା ଭାଇରସ୍ର ଭ୍ୟାରିଏଣ୍ଟ XBB.୧.୧୬ ଏବେ ନିଜର ରୂପ ବଦଳାଇବାରେ ଲାଗିଛି । ଏହାର ଏବେ ସବ୍ ଟାଇପ୍ XBB.୧.୧୬.୧ ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି...
ଭାରତସ୍ୱାସ୍ଥ୍ୟବଢିବାରେ ଲାଗିଛି କରୋନା ସଂକ୍ରମଣ , ଦୈନିକ ସଂକ୍ରମଣ ୬ ହଜାର ପାର କରିଛିmahabharatanewsApril 8, 2023 by mahabharatanewsApril 8, 20230112 ନୂଆଦୀଲ୍ଲି: ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ପୁଣିଥରେ ଦେଶରେ ୬ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୬...
ଭାରତସ୍ୱାସ୍ଥ୍ୟଦେଶରେ ୫ହଜାର ଟପିଲା କରୋନା ସଂକ୍ରମଣmahabharatanewsApril 6, 2023 by mahabharatanewsApril 6, 20230116 ଦିନକୁ ଦିନଦେଶରେ କରୋନା ତାର କାୟା ବିସ୍ଥାର କରିବାରେ ଲାଗିଛି । କରୋନା ସଂକ୍ରମଣ ସଂଖ୍ୟ ବଢିବା ସହିତ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଦେଶରେ ଗତ...
ଓଡିଶାସ୍ୱାସ୍ଥ୍ୟପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରmahabharatanewsFebruary 11, 2023 by mahabharatanewsFebruary 11, 20230120 ବରଗଡ଼ :ଉପନିର୍ବାଚନ ସମୟରେ ପାଇକମାଳର ଲୋକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥକେନ୍ତ୍ର ସ୍ଥାପନ କରିବାକୁ ପ୍ରତିଶୃତି ଦେଇଥିଲେ । ଆଉ ସେ ପ୍ରତିଶୃତିକୁ ପୂରଣ କରିଛନ୍ତି ନବୀନ । ପାଇକମାଳରେ ଥିବା ପ୍ରାଥମିକ...
ଭାରତସ୍ୱାସ୍ଥ୍ୟହସ୍ପିଟାଲରେ ଭର୍ତ୍ତିହେଲେ ଆଇପିଏଲ୍’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀmahabharatanewsJanuary 14, 2023 by mahabharatanewsJanuary 14, 20230145 ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତିହେଲେ ‘ଆଇପିଏଲ୍’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ । କରୋନା ସଂକ୍ରମଣ ଓ ନିମୋନିଆଦ୍ବାରା ଆକ୍ରାନ୍ତ ହେବାରୁ ‘ଆଇପିଏଲ୍’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ...
ଅପରାଧସ୍ୱାସ୍ଥ୍ୟଗତ ୨୪ ଘଣ୍ଟାରେ ୨୯୧ କରୋନା ପଜିଟିଭ ଚିହ୍ନଟmahabharatanewsDecember 3, 2022 by mahabharatanewsDecember 3, 20220189 ନୂଆଦିଲ୍ଲୀ: ଦେଶରେ ଦୈନିକକରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି | ଯାହା ବର୍ତମାନ ୩୦୦ ତଳେ ରହିଛି| କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନାନୁସାରେ , ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭୫ କରୋନା ସଂକ୍ରମଣ...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ କରୋନା ସଂକ୍ରମଣ କମିଛି ; ୧୫ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsNovember 4, 2022 by mahabharatanewsNovember 4, 20220125 ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କାମୁଛି। ଯାହା ପଚାଶ ତଳେ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ...
ଭାରତସ୍ୱାସ୍ଥ୍ୟଦେଶରେ କରୋନା ସଂକ୍ରମଣ ବଢିଛି , ୨,୨୦୮ କରୋନା ପଜିଟିଭ ଚିହ୍ନଟmahabharatanewsOctober 28, 2022 by mahabharatanewsOctober 28, 20220133 ନୂଆଦିଲ୍ଲୀ : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇ ୨୦୦୦ ଟପି ଯାଇଥିବା ରେକର୍ଡ କରାଯାଇଛି। ଦେଶରେ କୋଭିଡ୍ ସଂକ୍ରମଣ ୧ ହଜାର ରହିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନାନୁସାରେ...
ଓଡିଶାସ୍ୱାସ୍ଥ୍ୟଏମ୍ସ ଭୁବନେଶ୍ୱରରେ ବିଶ୍ୱ ଓଷ୍ଟିଓପୋରୋସିସ୍(ହାଡ଼ପୋରିଆ) ଦିବସ ପାଳିତmahabharatanewsOctober 20, 2022 by mahabharatanewsOctober 20, 20220147 ଭୁବନେଶ୍ୱର (ଆଶିଷ ):୫୦ ବର୍ଷ ବୟସ ପରେ ଓଷ୍ଟିଓପୋରୋସିସ୍(ହାଡ଼ପୋରିଆ, ପୋଲା ହାଡ଼) ଏକ ସାଧାରଣ ସମସ୍ୟା ଅଟେ। ଇଷ୍ଟ୍ରୋଜେନ୍ ହରମୋନ୍ ଅଭାବ କାରଣରୁ ଏହା ସାଧାରଣତ ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିବା (ପୋଷ୍ଟମେନୋପାଜାଲ୍) ମହିଳାମାନଙ୍କଠାରେ...
ବିଶ୍ୱଭାରତସ୍ୱାସ୍ଥ୍ୟ୩-୪ ସପ୍ତାହ ଭିତରେ ଆସିପାରେ କରୋନାର ନୂଆ ଭ୍ୟାରିଆଣ୍ଟmahabharatanewsOctober 19, 2022 by mahabharatanewsOctober 19, 20220161 ବ୍ୟୁରୋ:କରୋନାର ମହାମାରୀରେ ଯୋଡି ହେଲା ଆଉ ଏକ ସଙ୍କଟ । ନୂଆ ଭ୍ୟାରିଆଣ୍ଟନେଇ ଆଡଭାଇଜରି ଜାରି କଲା ମହାରାଷ୍ଟ୍ର ଓ କେରଳ । ଏବେ ବି ଦେଶରେ ସଂକ୍ରମଣ ପିକ ରେ ରହିଛି ହେଲେ...