ଭାରତସ୍ୱାସ୍ଥ୍ୟ୨୪ ଘଣ୍ଟାରେ ୫,୪୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 30, 2022August 30, 2022 by mahabharatanewsAugust 30, 2022August 30, 20220134 ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କମିବାରେ ଲାଗିଛି । ୬ ହଜାର ତଳକୁ ଖସି ଆସିଛି ନୂତନ ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନାନୁସାରେ , , ଗତ ୨୪ ଘଣ୍ଟା ମଧ୍ୟରେ...
ଭାରତସ୍ୱାସ୍ଥ୍ୟଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୫୨୦ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 27, 2022 by mahabharatanewsAugust 27, 20220131 ନୂଆଦିଲ୍ଲୀ: ଆଜି ଦେଶରେ ୧୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୱେବ୍ସାଇଟ୍ରୁ ସୂଚନାମିଳିଛି । ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୫୨୦୯,୫୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ...
ଓଡିଶାସ୍ୱାସ୍ଥ୍ୟଦ୍ରୁତଗତିରେ ବଢୁଛି ଲମ୍ପି ସ୍କିନ ସଂକ୍ରମଣmahabharatanewsAugust 25, 2022 by mahabharatanewsAugust 25, 20220172 ୩୦ ହଜାର ଗୋରୁଙ୍କ ମୃତ୍ୟୁ ରାଜସ୍ଥାନ: କରୋନା ସଂକ୍ରମଣ ପରେ ଦେଶରେ ଲମ୍ପି ସ୍କ୍ରିନ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଲମ୍ପି ସ୍କ୍ରିନ ଭୂତାଣୁ ଗାଈ ଗୋରୁଙ୍କୁ ସଂକ୍ରମିତ କରିବାରେ ଲାଗିଛି। ସଂପ୍ରତି ରାଜସ୍ଥାନର ୩୩ଟି...
ଭାରତସ୍ୱାସ୍ଥ୍ୟଦେଶରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି ; ୧୦,୬୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 24, 2022August 24, 2022 by mahabharatanewsAugust 24, 2022August 24, 20220149 ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର...
ଓଡିଶାସ୍ୱାସ୍ଥ୍ୟ୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୯୬ କରୋନା ଆକ୍ରାନ୍ତ ଚିହ୍ନଟ୍ରmahabharatanewsAugust 24, 2022August 24, 2022 by mahabharatanewsAugust 24, 2022August 24, 20220136 ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୦୬ ଥିବାବେଳେ ଆଜି ୨୯୬...
ଓଡିଶାସ୍ୱାସ୍ଥ୍ୟ୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୬ କରୋନା ଆକ୍ରାନ୍ତ ଚିହ୍ନଟ୍ରmahabharatanewsAugust 23, 2022 by mahabharatanewsAugust 23, 20220137 ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୦୩ ଥିବାବେଳେ ଆଜି ୨୦୬...
ଭାରତସ୍ୱାସ୍ଥ୍ୟଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 22, 2022 by mahabharatanewsAugust 22, 20220150 ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତକାଲି ୧୧,୫୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ରହିଛି। ଏହା ସ୍ବାସ୍ଥ୍ୟ ମନ୍ତ୍ରାଳୟ...
ଓଡିଶାସ୍ୱାସ୍ଥ୍ୟ୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୩ କରୋନା ଆକ୍ରାନ୍ତ ଚିହ୍ନଟmahabharatanewsAugust 22, 2022 by mahabharatanewsAugust 22, 20220135 ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୮୭ ଥିବାବେଳେ ଆଜି ୨୦୩...
ଓଡିଶାସ୍ୱାସ୍ଥ୍ୟରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଛି ; ୩୨୦ ଜଣ କରୋନା ପଜିଟିଭ ଚିହ୍ନଟmahabharatanewsAugust 20, 2022 by mahabharatanewsAugust 20, 20220158 ଭୁବନେଶ୍ବର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ। ତେବେ ଏହା ଆଜି ୪ ଶହ ତଳେ ରହିଛି। ଗତକାଲି ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା...
ଓଡିଶାସ୍ୱାସ୍ଥ୍ୟକୋମାରେ ଅଭିନେତା ରାଜୁ ଶ୍ରୀବାସ୍ତବmahabharatanewsAugust 19, 2022August 19, 2022 by mahabharatanewsAugust 19, 2022August 19, 20220161 ନୂଆଦିଲ୍ଲୀ: କୋମାରେ ଅଭିନେତା ରାଜୁ ଶ୍ରୀବାସ୍ତବ। ତାଙ୍କ ମ୍ୟାନେଜର ରାଜେଶ ଶର୍ମାଙ୍କ କହିବାନୁଯାୟୀ , ବ୍ରେନ୍ ଡେଡ୍ ହୋଇନାହିଁ, ସେ କୋମାରେ ଅଛନ୍ତି । ଗତକାଲି ଅପେକ୍ଷା ଆଜି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି ।...