Accidentଓଡିଶାଝଙ୍କଡ଼ ମା ଶାରଳାଙ୍କ ପୀଠରେ ବାଣ ବିସ୍ପୋରଣmahabharatanewsMay 13, 2023 by mahabharatanewsMay 13, 20230115 ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଝଙ୍କଡ଼ସ୍ତିତ ମା ଶାରଳାଙ୍କ ମନ୍ଦିରରେ ଚନ୍ଦନ ଯାତ୍ରା ଅବସରରେ ଆତସବାଜି ପ୍ରଦର୍ଶନ ସମୟରେ ଭୟଙ୍କର ବିସ୍ପୋରଣ ଘଟିଛି । ଘଟିଥିବା ଏହି ଦୁର୍ଘଟଣାରେ ୪ ଜଣଙ୍କୁ...
Accidentଓଡିଶାଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା ସାତ ଜଣ ଅଟୋ ଆରୋହୀ ଆହତmahabharatanewsMay 11, 2023 by mahabharatanewsMay 11, 20230126 କନ୍ଧମାଳ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସାତ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଛନ୍ତି...
Accidentଓଡିଶାକୁକୁଡା ଆଣିବାକୁ ଯାଉଥିବା ଟ୍ରକକୁ ଧକ୍କା ଦେଲା ହାଇୱାmahabharatanewsMay 5, 2023 by mahabharatanewsMay 5, 20230136 ବାଲେଶ୍ବର : ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜଛକ ନିକଟରେ ହାଇୱା ପଛରୁ ଧକା ଦେଲା କୁକୁଡା ଆଣିବାକୁ ଯାଉଥିବା ଟ୍ରକ ୨ ମୃତ ୨ ଗୁରୁତର । ଆଜି ଭୋର ସମୟରେ...
Accidentଓଡିଶାମାଛ ବିକାଳି ଉପରକୁ ଚଢିଗଲା କଣ୍ଟେନର୍mahabharatanewsApril 18, 2023 by mahabharatanewsApril 18, 20230141 ରାୟଗଡ଼ା: ଆଜି ସକାଳୁ ସକାଳୁ ଦେଖିବ।କୁ ମିଳିଛି ଏହି ଦୁଃଖଦ ଘଟଣା । ରାଉଲକେଲା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ପୂର୍ତ୍ତ ଡାକ ବଙ୍ଗଳା ସମ୍ମୁଖରେ ମାଛ ବିକାଳି ଉପରେ ଚଢ଼ିଯିବା...
Accidentଭାଲୁ ଆକ୍ରମଣ ରେ ବୃଦ୍ଧ ଆହତmahabharatanewsApril 17, 2023 by mahabharatanewsApril 17, 20230123 ନୂଆପଡା :ନୂଆପଡାଜିଲ୍ଲା ବୋଡେ଼ନ ବ୍ଲକ କୁଳିଙ୍ଗାମାଲ ରେ ଭାଲୁ ଆକ୍ରମଣ ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ଆହତ କ୍ଷ କ୍ଷବୃଦ୍ଧ ଜଣଙ୍କ ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣ...
Accidentଓଡିଶାଟ୍ରଲରକୁ ପିଟିଲା କାର, ଚାରି ଗୁରୁତରmahabharatanewsFebruary 19, 2023 by mahabharatanewsFebruary 19, 20230138 ଧର୍ମଶାଳା/ସୌମ୍ୟ ପଣ୍ଡା : ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଇଣ୍ଡିଆନ ପେଟ୍ରୋଲ ପମ୍ପ ସମୁଖରେ ଘଟିଛି ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା I ସୂଚନା ଅନୁଯାଇ ଚଣ୍ଡିଖୋଲ ପଟୁ ଯାଉଥିବା ଏକ...
Accidentଓଡିଶାଦୁର୍ଘଟଣାବାଇକକୁ ପିଟିଲା ଟ୍ରକ, ବାଇକ ଆରୋହୀ ମୃତmahabharatanewsFebruary 15, 2023 by mahabharatanewsFebruary 15, 20230143 ନୂଆପଡା: କୋମନା ଥାନା ଘୋଟସରସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ । ସୂଚନା ଅନୂଯାୟୀ କୋମନା ଥାନା ଘୋଟସର ନିକଟରୁ ଏକ ଟକ୍ର...
Accidentଓଡିଶାଦୁର୍ଘଟଣାରେ ଏଲଆସିର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁmahabharatanewsDecember 5, 2022 by mahabharatanewsDecember 5, 2022089 କେନ୍ଦୁଝର : କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍.ଆଇ.ସି)ର ଜଣେ ବରିଷ୍ଠ...
Accidentଓଡିଶାବାଇକ ଦୁର୍ଘଟଣାରେ ହଲ୍ଲିକ୍ସ କର୍ମଚାରୀଙ୍କ ମୃତ୍ୟୁmahabharatanewsDecember 2, 2022December 2, 2022 by mahabharatanewsDecember 2, 2022December 2, 20220161 ଘଷିପୁରା : ବାଇକ ଦୁର୍ଘଟଣାରେ ହଲ୍ଲିକ୍ସ ଡିଷ୍ଟ୍ରିବୁସନ କମ୍ପାନି କର୍ମଚାରିଙ୍କ ମୃତ୍ୟୁ। ଗତ ଗୁରୁବାର ସନ୍ଧ୍ୟାରେ ଦେଓଗାଁ ଶୈଳଙ୍ଗ ରାସ୍ତାର ଚଅଁମୁହିଁ ରାସ୍ତା କଡରେ ଠିଆହୋଇ ରହିଥିବା ଏକ ଟ୍ରକ ପଛରେ ହଲ୍ଲିକ୍ସ ଡିଷ୍ଟ୍ରିବୁସନ...
Accidentଓଡିଶାଦୁର୍ଘଟଣାପୁଲିସ ଜିପ୍କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ ; ଦୁଇ ଜଣ ପୁଲିସ କର୍ମଚାରୀ ଆହତmahabharatanewsOctober 8, 2022 by mahabharatanewsOctober 8, 20220150 ବାରିପଦା : ପୁଲିସ ଜିପ୍କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ । ଏ ଘଟଣା ଘଟିଛି ବାରିପଦା ସହର ଉପକଣ୍ଠ ଶାଳବଣି ନିକଟରେ। ଦୁର୍ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି...