ଓଡିଶା

ଏଣିକି ଟୁଇନ୍ ସିଟିରେ ପ୍ରବେଶ କରିବ ନାହିଁ ମାଲବାହୀ ଗାଡ଼ି

(ଭୁବନେଶ୍ୱର) :  ଟୁଇନ୍ ସିଟି ପାଇଁ ନୂଆ କଟକଣା ଜାରି କଲା କମିସନରେଟ୍ ପୋଲିସ । ଏଣିକି ଟ୍ରାଫିକ୍ ସମସ୍ୟାରୁ ମିଳିବ ମୁକ୍ତି । ଆଉ ସଂଧ୍ୟା ହେଲେ ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ମାଲବାହୀ ଗାଡ଼ି ।

ସୂଚନାନୁଯାୟୀ ,  ସୋମବାର ଦିନ ପୋସିଲ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ, ଏଣିକି ସନ୍ଧ୍ୟା ସମୟରେ ଅଢେଇ ଘଣ୍ଟା ପାଇଁ ଛଅ ଚକିଆ ଟ୍ରକ ଏବଂ ଏହାଠାରୁ ବଡ଼ ଟ୍ରକ ସମେତ ମାଲବାହୀ ଗାଡ଼ିକୁ ଭୁବନେଶ୍ୱର ଏବଂ କଟକ ସୀମା ମଧ୍ୟରେ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Related posts

ଆଜି ଶ୍ରମିକ ଦିବସ, ବାରଦୁଣ୍ଡି ସୁଣ୍ଡି ପିଣ୍ଡା ହେଉଛନ୍ତି ଶ୍ରମିକ

mahabharatanews

ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ

mahabharatanews

ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

mahabharatanews