ଓଡିଶାହସ୍ପିଟାଲରେ ପହଞ୍ଚିଲେ ନବୀନ by mahabharatanewsNovember 18, 202504 Share0 ହସ୍ପିଟାଲରେ ପହଞ୍ଚିଲେ ନବୀନ । ତେବେ ଯାହା ସୂଚନା ରହିଛି ଆଖି ପରୀକ୍ଷା କରିବା ପାଇଁ ମେଡିକାଲ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବା ବିରୋଦୀ ଦଳ ନେତା ନବୀନ ପଟ୍ଟନାୟକ । ଏଲ.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନକୁ ଆସି ନିଜର ଆଖି ପରୀକ୍ଷା କରାଇତିବା ସୂଚନା ରହିଛି ।