ବିଶ୍ୱଫାଇଟର ଜେଟ ପରେ ଏବେ ପାକିସ୍ତାନକୁ ସବମେରାଇନ ଦେବ ଚୀନmahabharatanewsNovember 4, 2025 by mahabharatanewsNovember 4, 2025018 ପୁଣି ଚର୍ଚ୍ଚାରେ ଚୀନର ପାକିସ୍ତାନ ପ୍ରେମ । ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନ ଉପରେ ଚୀନ ଦେଖାଇ ଚାଲିଛି ଅହେତୁକ ଉଦାରତା । ସେ ପାକିସ୍ତାନର ମାନ୍ଦାବସ୍ଥା ସମୟରେ ଋଣ ହେଉ ବା ସାମରିକ...
ବିଶ୍ୱଚୀନ୍ରେ ଭୂମିକମ୍ପ mahabharatanewsApril 4, 2024 by mahabharatanewsApril 4, 20240107 (ଚୀନ୍): ସକାଳୁ ସକାଳୁ ଚୀନ୍ର କିଙ୍ଘଇ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର (ସିଇଏନସି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ...
ବିଶ୍ୱ ବଡ ବିପଦରୁ ବଞ୍ଚିଲା ପୃଥିବୀ । ଖସିଲା ଚୀନର ଅନିୟନ୍ତ୍ରିତ ରକେଟmahabharatanewsNovember 5, 2022 by mahabharatanewsNovember 5, 20220138 ବ୍ୟୁରୋ : ବଡ ବିପଦରୁ ବଞ୍ଚିଲା ପୃଥିବୀ । ଖସିଲା ଚୀନର ଅନିୟନ୍ତ୍ରିତ ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ | ୨୩ଟନ୍ ଓଜନର ଚୀନ୍ର ରକେଟ ‘ଲଙ୍ଗ ମାର୍ଚ୍ଚ ଫାଇଭ-ବି’ ଅନିୟନ୍ତ୍ରିତ ହୋଇପଡିବା ପରେ ଏହାକୁ ନେଇ...
ବିଶ୍ୱସ୍ୱାସ୍ଥ୍ୟଚୀନରେ ପୁଣି ବଢିଲାଣି କରୋନାmahabharatanewsOctober 11, 2022 by mahabharatanewsOctober 11, 20220156 ରିପୋଟର୍ସ ଟୁଡେ ବ୍ୟୁରୋ : ଚୀନରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏସବୁକୁ ନେଇ ପୁଣି ଉପରମୁହାଁ ହେଉଛି କରୋନା । ଓମିକ୍ରମ...
ବିଶ୍ୱଅଚାନକ ବିମାନରେ ଲାଗିଲା ନିଆଁ, ବିମାନରେ ଥିଲେ ୧୧୩ ଜଣ ଯାତ୍ରୀmahabharatanewsMay 12, 2022 by mahabharatanewsMay 12, 20220222 (ଦିଲ୍ଲୀ) : ଅଚାନକ ବିମାନରେ ଲାଗିଲା ନିଆଁ । ଚୀନର ଚୁଙ୍ଗଚୀଙ୍ଗ୍ ସହରରେ ବଡ ଧରଣର ଦୁର୍ଘଟଣା ଘଟିଛି । ତିବ୍ବତ ଏୟାରଲାଇନ୍ସର ଏକ ବିମାନ ଉଡାଣ ବେଳେ ରନଓ୍ବେରେ ଖସିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ।...
ବିଶ୍ୱଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ଅଛନ୍ତି ଚୀନ୍ ରାଷ୍ଟ୍ରପତିmahabharatanewsMay 11, 2022 by mahabharatanewsMay 11, 20220155 (ଚୀନ): ପୁରା ବିଶ୍ୱ କରୋନା ମହାମାରୀରୁ ଧୀରେ ଧୀରେ ବାହାରି ଆସୁଥିବା ବେଳେ ଚୀନରେ ପୁଣି ମୁଣ୍ଡ ଟେକିଛି ମହାମାରୀ। କରୋନାରେ କଲବଲ ହେଉଛି ଡ୍ରାଗନ। ଏହାରି ଭିତରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ...
ବିଶ୍ୱଚୀନକୁ ଆମେରିକାର ଓପନ ୱାର୍ଣ୍ଣିଙ୍ଗmahabharatanewsApril 8, 2022 by mahabharatanewsApril 8, 20220226 ତାଇୱାନ : ଋଷ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ନିମନ୍ତେ ଯଦି ମଷ୍କୋକୁ ଚୀନ୍ ଅସ୍ତ୍ର ଶସ୍ତ୍ର ଯୋଗାଏ ତେବେ ଭୟଙ୍କର ପରିଣାମ ସହିବାକୁ ପଡିପାରେ ଚୀନ୍କୁ । ଋଷ ବିରୁଦ୍ଧରେ ଆମେରିକା ନେଇଥିବା କଡା ଆଭିମୁଖ୍ୟକୁ...
ବିଶ୍ୱଭାରତଭାରତକୁ ନେଇ ଆମେରିକାର ମନ୍ତବ୍ୟmahabharatanewsApril 3, 2022April 4, 2022 by mahabharatanewsApril 3, 2022April 4, 20220293 ଦିଲ୍ଲୀ : ଋଷ ଆଉ ୟୁକ୍ରେନର ଯୁଦ୍ଧ ପୁରା ବିଶ୍ୱକୁ ଦୋହଲାଇ ଦେଇଛି । ଏହି ସମୟରେ ଆମେରିକା ଏମିତି କିଛି ମନ୍ତବ୍ୟ ଦେଇଛି ଯାହାକୁ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଦୁଇ...