Accidentଅପରାଧଓଡିଶାଭାରତପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁmahabharatanewsSeptember 7, 2022 by mahabharatanewsSeptember 7, 20220160 କେନ୍ଦୁଝର(ବିଜୟ କୁମାର କରୁଆ):ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି | ଏନେଇ ସ୍ଥାନୀୟ ଅଂଚଳରେ ସକାରାଛୟା ଖେଳିଯାଇଛି | ଘମୃତ ବୃଦ୍ଧ ଜଣକ ହେଲେ ପାଟଣା ଥାନା ମୂଷାଖୋରୀ ପଂଚାୟତ ଅନ୍ତର୍ଗତ ରଥପଡା...
ଓଡିଶାଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁmahabharatanewsAugust 26, 2022 by mahabharatanewsAugust 26, 20220185 କେଉଁଝର: ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଭାଲୁମାନଙ୍କର ପ୍ରାଦୂଭାବ ବଢିବାରେ ଲାଗିଛି। ଜଙ୍ଗଲୀ ଭାଲୁମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମଧ୍ୟକୁ ଚାଲି ଆସୁଛନ୍ତି। ଫଳରେ ଗାଁମାନଙ୍କରେ ଭୟର ବାତାବରଣ ସୃଷ୍ଟି ହେଉଛି। ଭାଲୁମାନେ ଗାଁର...
ଓଡିଶାକେନ୍ଦୁଝରରେ ଥାଇପାରେ ସୁନା ଖଣି!mahabharatanewsMay 14, 2022 by mahabharatanewsMay 14, 20220169 କେନ୍ଦୁଝର : ମାଟି ତଳେ ସୁନାଖଣି । କେନ୍ଦୁଝରରେ ଥାଇପାରେ ସୁନା ଖଣି । ବାଂଶପାଳ ବ୍ଲକ ଅଞ୍ଚଳର ପାଖାପାଖି ୧୫ଟି ସ୍ଥାନରେ ସୁନା ଖଣି ସନ୍ଧାନ ପାଇଁ ସର୍ଭେ କରୁଛି ଜିଓଲୋଜି ସର୍ଭେ...
ଓଡିଶାକେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟmahabharatanewsApril 12, 2022 by mahabharatanewsApril 12, 20220283 କେନ୍ଦୁଝର : କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି ହୋଇଛି। ଜାତୀୟ ଅନୁସୂଚିତ ଜନଜାତି କମିଶନ ପକ୍ଷରୁ ଏହି ଓ୍ବାରେଣ୍ଟ ଅଫ ଆରେଷ୍ଟ ଜାରି କରାଯାଇଛି। ତେବେ ତାଙ୍କୁ ଗିରଫ...
ଅପରାଧବିଦ୍ୟୁତ ବିଭାଗ ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢାଉmahabharatanewsSeptember 21, 2021September 21, 2021 by mahabharatanewsSeptember 21, 2021September 21, 20210163 କେନ୍ଦୁଝର: ଆକ୍ସନ ମୁଡରେ ଭିଜିଲାନ୍ସ ଟିମ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । କେନ୍ଦୁଝର ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ...
ଓଡିଶାବିପଦରେ ପରିବାର; ଛାତରୁ ଗଳୁଛି କଂକ୍ରିଟmahabharatanewsSeptember 14, 2021 by mahabharatanewsSeptember 14, 20210160 ଆନନ୍ଦପୁର: ଲଘୁଚାପ କାରଣରୁ ରାଜ୍ୟବ୍ୟାପି ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବନ୍ୟ ପରିସ୍ଥିତି ସହ ଘରଦ୍ୱାର, ରାସ୍ତାଘାଟ ଆଦି ଭାଙ୍ଗିଯିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ଏହା...