ଭାରତରାଜନୀତି୫୦ତମ ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡmahabharatanewsOctober 11, 2022 by mahabharatanewsOctober 11, 20220160 ନୂଆଦିଲ୍ଲୀ : ଆଗକୁ ଦେଶର ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡ । ପ୍ରଧାନ ବିଚାରପତି ୟୁ ୟୁ ଲଳିତ ସର୍ବୋଚ୍ଚ ବିଚାରପତିର ୭୪ ଦିନିଆ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ନଭେମ୍ବର୮ରେ ଅବସର...
ପ୍ରଯୁକ୍ତିଭାରତଜିଓ କୃଷି ଜରିଆରେ ଚାଷୀଙ୍କୁ ମିଳିବ ମହତପୂର୍ଣ୍ଣ ତଥ୍ୟmahabharatanewsOctober 11, 2022 by mahabharatanewsOctober 11, 20220166 ନୂଆଦିଲ୍ଲୀ: ଏବେ ୫ଜି ସାହାଯ୍ୟରେ ଗ୍ରାମୀଣ ଉନ୍ନତି କରିବ ରିଲାଏନ୍ସ ଜିଓ । ଏହାଦ୍ୱାରା ବଦଳିଯିବ ଗ୍ରାମୀଣ ଭାରତର ରୂପରେଖ । ବ୍ୟାପକ ପରିବର୍ତ୍ତନ ଆଣିବ ୫ଜି ସମାଧାନ । ଏହି ସମାଧାନ ଗୁଡ଼ିକରେ ଚାଷବାସଠାରୁ...
ଭାରତମନୋରଞ୍ଜନହାପି ବାର୍ଥଡେ ବିଗ ବିmahabharatanewsOctober 11, 2022 by mahabharatanewsOctober 11, 20220174 ବ୍ୟୁରୋ / ରିପୋଟର୍ସ ଟୁଡେ : ଆଜି ହେଉଛି ବିଗ ବି ଓରଫ ଅମିତାଭ ବଚନଙ୍କ ଜନ୍ମ ଦିନ। ଏହି ଦିନରେ ଜଣେ ବଲିଉଡ ମହାନାୟକ ଜନ୍ମ ନେଇଥିଲେ। ଅକ୍ଟୋବର ୧୧ ମାନେ ଆଜି ୮୦...
ଭାରତମନୋରଞ୍ଜନବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତmahabharatanewsOctober 10, 2022 by mahabharatanewsOctober 10, 20220144 ମୁମ୍ବାଇ : ଆଜି ହେଉଛି ବିଶ୍ୱ ମାନସିକ ଦିବସ । ଏହିଦିନକୁ ନେଇ ଅନେକ କଳାକାର ମାନେ ନିଜ ନିଜ ମତ ଦେଇଥିବା ବେଳେ ଦୀପିକା ପାଦୁକୋଣ ନିଜ ଜୀବନର ଅନୁଭୂତି ସେୟାର କରିଛନ୍ତି...
ଓଡିଶାସମ୍ବଲପୁର ହସ୍ତଶିଳ୍ପକୁ ପ୍ରସାର କରୁଛନ୍ତି ସମିତ୍mahabharatanewsOctober 10, 2022 by mahabharatanewsOctober 10, 20220181 ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହସ୍ତଶିଳ୍ପ ହେଉଛି ଏକ ଘରୋଇ ରୋଜଗାର ପନ୍ଥା । ଅଧିକାଂଶ ଲୋକେ ହସ୍ତତନ୍ତରୁ ହିଁ ପରିବାର ଚଳାଇଥାନ୍ତି । ହେଲେ ଏହାର ପ୍ରଚାର ପ୍ରସାର କ୍ଷେତ୍ରରେ ଉନ୍ନତି ନଥିବାରୁ ପଶ୍ଚିମ...
ଖେଳ୪୩ ହଜାର ଫୁଟବଲ ପିଲାମାନଙ୍କୁ ୨୦୦୦ ବିଦ୍ୟାଳୟରେ ବଣ୍ଟନ କରାଯିବmahabharatanewsOctober 10, 2022October 10, 2022 by mahabharatanewsOctober 10, 2022October 10, 20220148 ଓଡ଼ିଶାରେ ବଣ୍ଟନ ହେବ ୪୩ହଜାର ଫୁଟବଲ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର( ହରପ୍ରସାଦ ବିଶୋଇ): ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଫୁଟବଲ ଫର ଅଲ ଉଦଘାଟନ କରିଛନ୍ତି । ଓଡ଼ିଶାରେ ଫୁଟବଲର ମୁଳଦୁଆ ପକାଇବା...
ଓଡିଶାଖେଳକାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲmahabharatanewsOctober 10, 2022October 10, 2022 by mahabharatanewsOctober 10, 2022October 10, 20220160 ଭୁବନେଶ୍ୱର : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ । କଳିଙ୍ଗ ଷ୍ଟାଡ଼ିଅମରେ ଅନୁଷ୍ଠିତ ହେବ ଏହି ଫିଫା ବିଶ୍ୱକପ ।...
ଭାରତସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକmahabharatanewsOctober 10, 2022 by mahabharatanewsOctober 10, 20220156 ନୂଆଦିଲ୍ଲୀ : ଆରପାରିରେ ମୁଲାୟମ ସିଂ ଯାଦବ । ସମାଜବାଦୀ ଦଳର ନେତା ତଥା ପ୍ରତିଷ୍ଠାତା ଥିଲେ ମୁଲାୟମ ସିଂ ଯାଦବଙ୍କ । ତାଙ୍କର ପରଲୋକ ଘଟିଛି ଆଜି ସକାଳେ । ସେ କିଛିଦିନ ହେଲା...
ଓଡିଶାନାଉଗାଁ ଝିଅ ଓ.ଏ.ଏସ. ପରୀକ୍ଷାରେ ସଫଳmahabharatanewsOctober 10, 2022October 10, 2022 by mahabharatanewsOctober 10, 2022October 10, 20220133 ଜଗତସିଂହପୁର: ନାଉଗାଁ ବ୍ଲକ ଧୂଆଁ ପଦା ଗ୍ରାମର କଳ୍ପନା ଦାସ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଉର୍ତ୍ତିଣ୍ଣ କରିଛନ୍ତି । ସେ ସଫଳତା ସହ ୨୫ତମ ର୍ୟାଙ୍କର ଅଧିକାରିଣୀ ହୋଇଛନ୍ତି । ଏହି କୃତିତ୍ୱ...
Uncategorizedଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡିmahabharatanewsSeptember 7, 2022 by mahabharatanewsSeptember 7, 20220125 ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡି । ଏଥିପାଇଁ ଅନେକ ପ୍ରକାର ପ୍ରସ୍ତାବ ଉପରେ ଆଲୋଚନା କରାଯାଉଛି । ସେପଟେ ଏନେଇ ବାଣିଜ୍ୟ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ...