ଓଡିଶାସୂଚନା ଅଧିକାର କର୍ମୀ ରଞ୍ଜନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ପ୍ରଦର୍ଶନmahabharatanewsDecember 24, 2020 by mahabharatanewsDecember 24, 20200262 ଭୁବନେଶ୍ୱର: କେନ୍ଦ୍ରାପଡାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ଗଠିତ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସର୍କିଟ ହାଉସଠାରେ ବିରୋଧ ପ୍ରଦର୍ଶନ...
ଅପରାଧସିଷ୍ଟର ଅଭୟ ହତ୍ୟା ଘଟଣା: ଦୋଷୀ ପାଦ୍ରୀ ଓ ନନଙ୍କୁ ଆଜୀବନ କାରାଦଣ୍ଡmahabharatanewsDecember 24, 2020 by mahabharatanewsDecember 24, 20200311 ତିରୁବନନ୍ତପୁରମ: ୨୮ ବର୍ଷ ପୁରୁଣା କେରଳର ସିଷ୍ଟର ଅଭୟା ହତ୍ୟା ମାମଲାରେ ପାଦ୍ରୀ ଓ ନନ୍ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମାମଲାରେ ପୂର୍ବରୁ ସିବିଆଇ କୋର୍ଟ ଉଭୟ ପାଦ୍ରୀ ଥୋମାସ କଟୁର...
ଓଡିଶାକେନ୍ଦ୍ରୀୟ ପ୍ରକଳ୍ପକୁ ନିଜ ନାମ ଦେବାରେ ଓସ୍ତାଦ ନବୀନ ସରକାରmahabharatanewsDecember 16, 2020 by mahabharatanewsDecember 16, 20200279 ଭୁବନେଶ୍ୱର/ଶିଳାସ୍ମିତା ରାୟ: ସୋମବାର ଦିନ ପୁରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ ଯାଜପୁରର ବାରେଣୀ ପୀଠ ହଜାର ହଜାର ଦୀପ ଆଲୁଅରେ ଝଲସୁଥିଲା । ଅବସର ଥିଲା ପୁରୀ ଓ ଯାଜପୁରରେ ମେଡିକାଲ ଓ...
ଓଡିଶାଟ୍ରୋଲ ପାଇଁ ବାଟ ଫିଟାଇଲେ ଜାଗୃତିmahabharatanewsDecember 14, 2020 by mahabharatanewsDecember 14, 20200904 ଭୁବନେଶ୍ୱର/ସୁର୍ଜିତ ଧଳ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ହସିବା ଶିଖାଇଥିବା ତାଙ୍କ ଅନ୍ତରଙ୍ଗ ବାନ୍ଧବୀ ଜାଗୃତି ଶୁକ୍ଳା ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଥିବାକୁ ନେଇ ମୁହଁ ଖୋଲିଛନ୍ତି । ବିଭିନ୍ନ ସୋସିଆଲ ମିଡିଆରେ...
ଓଡିଶାସରକାରର ହୀନମନ୍ୟତାକୁ ଦର୍ଶାଉଛି କ୍ରାଇମବ୍ରାଞ୍ଚର ପଦକ୍ଷେପmahabharatanewsDecember 14, 2020 by mahabharatanewsDecember 14, 20200628 ଭୁବନେଶ୍ୱର/ସୁର୍ଜିତ ଧଳ: ଇମ୍ଫୋସିଟି ଥାନା ଅଧୀନରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅଭିଯୋଗର ସାଢେ ୩ ମାସ ପରେ ପ୍ରଥମ ଗିରଫଦାରି ହୋଇଛି । ତେବେ ୭ ଜଣଙ୍କ ନାମରେ ଅଭିଯୋଗ ଥିବା ବେଳେ...
ଅପରାଧଭିଜିଲାନ୍ସ ଜାଲରେ ପିଇଓ ପୁରନ୍ଦର ଭୋଇmahabharatanewsDecember 9, 2020 by mahabharatanewsDecember 9, 20200250 ପଦ୍ମପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଭିଜିଲାନ୍ସ ଜାଲରେ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡା ସମ୍ବର ବ୍ଲକ ଦହିତା ପିଇଓ ପୁରନ୍ଦର ଭୋଇଙ୍କୁ ଧରିଛି ଭିଜିଲାନ୍ସ । ଆଜି...
ଓଡିଶାପାଠକ ବାପା, ପୁଅଙ୍କ ସହ ପ୍ରଦୀପଙ୍କୁ କଷ୍ଟଡିକୁ ନେଇ ଜେରା କରିବ ଇଡିmahabharatanewsDecember 9, 2020 by mahabharatanewsDecember 9, 20200351 ଭୁବନେଶ୍ୱର/ସରୋଜ ରାଉତ: ଆଇଏଫଏସ ଅଭୟ ପାଠକ, ତାଙ୍କ ପୁଅ ଆକାଶ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କବଜା ଆହୁରି ଟାଣ ହୋଇଛି । ପାଠକ ବାପା...