ଓଡିଶାଖୋଲିଲା ଧବଳେଶ୍ୱର ପୀଠmahabharatanewsAugust 6, 2021 by mahabharatanewsAugust 6, 20210148 ଆଠଗଡ(ମହାଭାରତ): ଆଜିଠୁ ଆରମ୍ଭ ହୋଇଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନର ମହାପର୍ବ । କୋରୋନା କଟକଣା ସମାନ୍ୟ କୋହଳ ହେବା ପରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କଟକ...
ଅପରାଧଭାଉଜକୁ ମାରିଲା ଦିଅରmahabharatanewsAugust 5, 2021 by mahabharatanewsAugust 5, 20210182 ବଲାଙ୍ଗୀର(ମହାଭାରତ): ଦିଅରର ଛୁରାମାଡରେ ପ୍ରାଣ ହରାଇଛି ଭାଉଜ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅଧୀନ ସାହାଜପାଣି ଗାଁରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ...
ଅପରାଧଲୁଟର ପର୍ଦ୍ଦାଫାଶ କଲା ପୋଲିସmahabharatanewsAugust 5, 2021 by mahabharatanewsAugust 5, 20210186 ଭଦ୍ରକ(ମହାଭାରତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସକୁ ବଡ ସଫଳତା । ଗତ କିଛି ଦିନ ତଳେ ଗୁଳି କରି ହୋଇଥିବା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଗାଁର ପିଲା କିଛିି ବାହାର...
ଓଡିଶାଜଗତସିଂହପୁର ଧର୍ମାନୁଷ୍ଠାନକୁ ଗ୍ରୀନ ସିଗନାଲmahabharatanewsAugust 5, 2021 by mahabharatanewsAugust 5, 20210165 ଜଗତସିଂହପୁର(ମହାଭାରତ): କୋରୋନା ମହାମାରୀର କବଳରୁ ତ୍ରାହି ପାଇଛି ଜଗତସିଂହପୁର ଜିଲ୍ଲା । ଆସନ୍ତାକାଲିଠୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ମିଳିବ ଅନୁମତି । ଝଙ୍କଡର ମା ଶାରଳା ମନ୍ଦିର ସମେତ ଗୋରଖନାଥ ଏବଂ ଅନ୍ୟାନ୍ୟ ମନ୍ଦିର...
ଖେଳଗୋଟିଏ ପଦକ ପାଇଲେ ଦୁଇ ଖେଳାଳୀmahabharatanewsAugust 5, 2021August 5, 2021 by mahabharatanewsAugust 5, 2021August 5, 20210183 ଟୋକିଓ(ମହାଭାରତ): ଟୋକିଓରେ ଦୁଇ ଦେଶ ବଦଳରେ ଦେଖିବାକୁ ମିଳିଛି ବନ୍ଧୁତ୍ୱର ଖେଳ । ଖେଳାଳୀ ନୁହେଁ ବିଜୟ ହାସଲ କରିଛି ମାନବିକତା । ହାସଲ କରିଥିବା ପଦକ ବା ସମ୍ମାନକୁ ଭାଗ ଭାଗ କରିଛନ୍ତି...
ଓଡିଶାନଦୀପଠାରୁ ଅଜଣା ମହିଳାଙ୍କ ମୃତଦେହ ଠାବmahabharatanewsAugust 5, 2021 by mahabharatanewsAugust 5, 20210170 ଭୁବନେଶ୍ୱର(ମହାଭାରତ): ରାଜଧାନୀ ଭୁବନେଶ୍ୱରରେ ବଢୁଛି ଅପରାଧର ଗ୍ରାଫ । ପୁଣି କୁଆଖାଇ ନଦୀପଠାରୁ ମିଳିଲା ମହିଳାଙ୍କ ମୃତଦେହ । କିଛି ଦିନ ତଳେ ମିଳିଥିବା ଅଚିହ୍ନା ଯୁବକଙ୍କ ମୃତଦେହ ଘଟଣାର ରହସ୍ୟ ଖୋଲିପାରିନଥିବା ବେଳେ...
ଅପରାଧଚାଲାଣ ବେଳେ ୧୬ପେଟି କଫସିରପ ଜବତmahabharatanewsAugust 5, 2021 by mahabharatanewsAugust 5, 20210152 ବୌଦ୍ଧ(ମହାଭାରତ): ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଚାରିଛକଠାରେ ରେଡ କରିଛି ପୁରୁଣାକଟକ ଥାନା ପୋଲିସ । ଏହି ଚଢାଉରେ ଚାଲାଣ ହେଉଥିବା ୧୬ ପେଟି କଫ ସିରପକୁ ପୋଲିସ ଜବତ...
ଓଡିଶାଅଗ୍ନିଶମ ବିଭାଗ ଭିତରେ ସାପmahabharatanewsAugust 5, 2021 by mahabharatanewsAugust 5, 20210176 ଚାନ୍ଦବାଲି(ମହାଭାରତ): ଭଦ୍ରକ ଚାନ୍ଦବାଲି ଏନଏସି ଅନ୍ତର୍ଗତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି ଏକ ବିରାଟ ନାଗ ସାପ । ବନବିଭାଗ ଏବଂ ସାପ ଧରାଳିମାନଙ୍କ ମିଳିତ ଉଦ୍ୟମରେ ୫ ଫୁଟ ଲମ୍ବର ଏହି...
ଓଡିଶାଏହି ଜିଲ୍ଲାରେ ଖୋଲିଲା ମଠ ମନ୍ଦିରmahabharatanewsAugust 5, 2021August 5, 2021 by mahabharatanewsAugust 5, 2021August 5, 20210208 ବାରିପଦା(ମହାଭାରତ): ଶେଷ ହୋଇଛି ଦୀର୍ଘ ଦିନର ଅପେକ୍ଷା । ଅନେକ ଦିନ ପରେ ଆଜି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ମିଳନର ପର୍ବ ଆରମ୍ଭ ହୋଇଛି । କୋରୋନା କଟକଣାରେ କୋହଳ ହେବା ପରେ...
Uncategorizedଆଖି ପିଛୁଳାକେ ଜଳିଗଲେ ୧୦mahabharatanewsJuly 24, 2021 by mahabharatanewsJuly 24, 20210159 ଅହମ୍ମଦାବାଦ(ମହାଭାରତ): ଗୁଜୁରାଟର ଅହମ୍ମଦାବାଦରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ରୋଷେଇ ଘରେ ଗ୍ୟାସ ଲିକ ହେବାରୁ ଚାଲିଯାଇଛି ପରିବାରର ୭ଟି ମଲ୍ୟବାନ ଜୀବନ । କ୍ଷଣିକ ସମୟ ମଧ୍ୟରେ ଏପରି ଏକ ମର୍ମନ୍ତୁଦ...