ଓଡିଶାଦୁର୍ଘଟଣା

ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

ଅନୁଗୋଳ / ସୁଧାକର ସାହୁ: ସଡକ ଦୁର୍ଘଟଣା ରେ ଚାଲିଗଲା ଚାଳକଙ୍କ ଜୀବନ । ତାଳଚେର ବାଙ୍କ ଧରା ଛକ ନିକଟରେ ଥିବା କୋଲ କରିଡର ରାସ୍ତା ରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଜଣେ ଗାଡି ଚାଳକ ମୃତ ହୋଇଥିବା ବେଳେ ଆଉ ଜଣେ ଗାଡି ଚାଳକ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଧା ମୃତ ଗାଡିଚାଳକ କୁ ଗାଡି ରୁ ଉଧାର କରାଯାଇନାହିଁ । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 

 

Related posts

ସରିଲା ଦେବ ଦୀପାବଳି ନୀତି 

mahabharatanews

ଏହି କାରଣରୁ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍‌

mahabharatanews

ଜିଲ୍ଲାପାଳ କ୍ଷମତାର ଦୁରୁପଯୋଗ କଲେ ସରପଞ୍ଚ, ୫ ପରିବାର ବାସହରା

mahabharatanews