ରାଜନୀତି

 କେନ୍ଦ୍ରମନ୍ତ୍ରୀ ଶିଳ୍ପ ବିପ୍ଲବ ୪.୦ରେ ମାଲିକ ହେବେ ଭାରତୀୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ଜ୍ଞାନ ଆଧାରିତ ଅର୍ଥନୀତି ଆଡକୁ ବଢୁଥିବା ବେଳେ ଶିଳ୍ପ ବିପ୍ଲବ ୪.୦ରେ ଭାରତର ଲୋକଙ୍କୁ ମାଲିକ ହେବାକୁ ପଡିବ । ବିଫଳତାକୁ ବିଜୟ କରି ଆଗକୁ ଆଗକୁ ବଢିବାକୁ ପଡିବ ବୋଲି ରବିବାର ନୂଆଦିଲ୍ଲୀ ଠାରେ ଭାରତ କେମିକାଲ ଇିନିୟରିଂ କଂଗ୍ରେସ ପକ୍ଷରୁ ଆୟୋଜିତ କେମ୍କନ ୨୦୧୯ ଉଦଘାଟନ କାର୍ୟ୍ୟକ୍ରମରେ ଯୋଗଦେଇ କହିଛ” କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛ”ି ଯେ ଦେଶର ଅର୍ଥନୀତିକୁ ସ୍ଥାନୀୟକରଣ କରିବାରେ, ଆମଦାନୀକୁ ବଢାଇ ରପ୍ତାନୀକୁ କମାଇବାରେ ଏବଂ ବିଦେଶୀ ଖର୍ଚ୍ଚକୁ କମାଇବାର ଚାବିକାଠି ରସାୟନ ବିଜ୍ଞାନ ବିଭାଗ ପାଖରେ ରହିଛି ଏବଂ ଦେଶର ବିକାଶ କରିବାର ଦୃଢତା ଏହି ବିଭାଗ ପାଖରେ ରହିଛି । ଶ୍ରୀ ପ୍ରଧାନ କହିଛ”ି ଯେ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଭାରତ ଆଜି ଅନେକ ସମସ୍ୟା ଦେଇ

Related posts

ବୁନୁ-ବାଇଁଆ ହାତାହାତି

mahabharatanews

୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

mahabharatanews

ରାହୁଲଙ୍କ ଟ୍ୱିଟକୁ ହଟାଇଦେଲା ଟ୍ୱିଟର

mahabharatanews