bharatଭାରତଯୋଗାଯୋଗଵାଣିଜ୍ୟPM ଇ-ଡ୍ରାଇଭ୍ର ଅବଧି ବଢ଼ିଲା, କିନ୍ତୁ କମିଲା EV ସବସିଡିmahabharatanewsAugust 12, 2026August 12, 2026 by mahabharatanewsAugust 12, 2026August 12, 2026044 ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ଯୋଜନା କରୁଥିଲେ, ଏହି ଖବର ଆପଣଙ୍କ ପାଇଁ ଜରୁରୀ। କାରଣ PM ଇ-ଡ୍ରାଇଭ୍ ଯୋଜନାରେ ସରକାର ପରିବର୍ତ୍ତନ ଆଣିଛନ୍ତି। ଯୋଜନାର ସମୟସୀମାକୁ ୩୧ ମାର୍ଚ୍ଚ ୨୦୨୮ ଯାଏଁ...
Accidentbharatଦେଶ ବିଦେଶଭାରତଯୋଗାଯୋଗପ୍ରବଳ ବର୍ଷା କାରଣରୁ ଭୁଷୁଡିଗଲା ରେଳ ଷ୍ଟେସନ୍ ଛାତ ।mahabharatanewsJuly 6, 2026 by mahabharatanewsJuly 6, 2026038 ପ୍ରବଳ ବର୍ଷାରେ ଭୁଷୁଡିଗଲା ରେଳ ଷ୍ଟେସନ୍ ଛାତ । ଦେଶର ଅଧିକାଂଶ ରାଜ୍ୟରେ ମୌସୁମୀର ପ୍ରଭାବ ଦେଖାଯାଉଥିବାବେଳେ ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ତେବେ ଏଭଳି ପରିସ୍ଥିତିରେ ଗତକାଲି ରାତିରେ...
bharatଭାରତଯୋଗାଯୋଗଖୁବଶୀଘ୍ର ଖସିପାରେ ପେଟ୍ରୋଲ ଓ ଡିଜେଲ ଦର ।mahabharatanewsJune 30, 2026 by mahabharatanewsJune 30, 2026041 ଯାତାୟତ କ୍ଷେତ୍ରରେ ଗ୍ରାହକଙ୍କୁ ମିଳିପାରେ ବଡ ଆଶ୍ବସ୍ତି । କାରଣ ଆଗାମୀ ଦିନରେ ଦେଶରେ ହ୍ରାସ ହୋଇପାରେ ତେଲ ଦର । କାରଣ ଆଜି ତେଲ ମୂଲ୍ୟରେ ହ୍ରାସ ରେକର୍ଡ କରାଯାଇଛି । ଏବଂ...
bharatଦେଶ ବିଦେଶବିଶ୍ୱଯୋଗାଯୋଗଆମେରିକା ଓ ଇରାନ ମଧ୍ୟରେ କଣ ସେଇ 5 ଚୁକ୍ତି ଧାରା ।mahabharatanewsJune 29, 2026June 29, 2026 by mahabharatanewsJune 29, 2026June 29, 2026039 ମଧ୍ୟପ୍ରାଚ୍ୟରେ ମାସ ମାସ ଧରି ଚାଲିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ଏବଂ ଇରାନ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବାର ମାତ୍ର ଦୁଇ ସପ୍ତାହ ପରେ, ଏହି ଅଞ୍ଚଳରେ ଶାନ୍ତି ପୁଣି ଏକ...
bharatଭାରତଯୋଗାଯୋଗଭାରତରେ ପେଟ୍ରୋଲ ରେଟ୍ ବଢି ଚାଲିଥିବାବେଳେ ପାକିସ୍ତାନରେ କମିଲା ପେଟ୍ରୋଲ ଦର ।mahabharatanewsMay 23, 2026 by mahabharatanewsMay 23, 2026052 ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସମଗ୍ର ବିଶ୍ୱରେ ପଡିଥିବା ଦେଖିବାକୁ ମିଳୁଛି । ଯାହାର ଫଳ ସ୍ୱରୁପ ଅଶୋଧିତ ତୈଳ ଦର ବଢି ବଢି ଚାଲିଛି । ଏହାର ପ୍ରଭାବ ଏବେ ଭାରତ...
bharatଓଡିଶାଦେଶ ବିଦେଶଯୋଗାଯୋଗନିଜ ଘରେ ପେଟ୍ରୋଲ ରଖିଲେ ଯିବାକୁ ପଡିପାରେ ଜେଲ୍ ।mahabharatanewsMarch 29, 2026 by mahabharatanewsMarch 29, 2026044 ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧର ପ୍ରଭାବରେ ଏବେ କିଛି ଦେଶରେ ପେଟ୍ରୋଲର ଉପଲବ୍ଧତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ପ୍ରତେକ ଦିନ କୌଣସି ନା କୌଣସି ପ୍ରେଟ୍ରୋଲ ପମ୍ପ ଆଗରେ ଭିଡ ପରିଲକ୍ଷିତ ହେଉଛି...
Accidentଓଡିଶାଦୁର୍ଘଟଣାଯୋଗାଯୋଗହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କରେ ଦୁର୍ଘଟଣା ରେ ଯୁବକ ଗୁରୁତର।mahabharatanewsFebruary 20, 2026 by mahabharatanewsFebruary 20, 2026053 ହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କ ରେ ଦୁର୍ଘଟଣା ରେ ଯୁବକ ଗୁରୁତର। ଆସ୍କା ରୁ ବ୍ରହ୍ମପୁର ଆଭିମୁଖେ ଯାଉଥିବା ବାଲି ବୋଝେଇ ହଇୱା ଧକ୍କା ରେ ଯୁବକ ଗୁରୁତର ହୋଇଥିବା...
Accidentbharatଭାରତଯୋଗାଯୋଗଵାଣିଜ୍ୟଭାରତରେ ଖୁବଶୀଘ୍ର ବଢିପାରେ ଟୋଲ୍ ଟ୍ୟାକ୍ସ ।mahabharatanewsFebruary 16, 2026 by mahabharatanewsFebruary 16, 2026078 ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏ କ୍ଷେତ୍ରରେ ଗତ ଏକ...
ଓଡିଶାଦେଶ ବିଦେଶପ୍ରଯୁକ୍ତିବିଶ୍ୱଭାରତଯୋଗାଯୋଗଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।mahabharatanewsFebruary 8, 2026February 8, 2026 by mahabharatanewsFebruary 8, 2026February 8, 2026073 ବିପଦରେ ଆଣ୍ଡ୍ରଏଡ୍ ଫୋନ୍ । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ । କମ୍ପାନୀ ସ୍ପଷ୍ଟ କରିଛି ଯେ, ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍ ଗୁଡିକ...
ଦୁର୍ଘଟଣାଦେଶ ବିଦେଶବିଶ୍ୱଭାରତଯୋଗାଯୋଗଉତ୍ତରପ୍ରଦେଶର ପ୍ରୟାଗରାଜରେ ଦୁର୍ଘଟଣା ଗସ୍ତ ହେଲା ଟ୍ରେନିଂ ବିମାନ ।mahabharatanewsJanuary 21, 2026 by mahabharatanewsJanuary 21, 2026068 ପୋଖରୀରେ ଖସିପଡିଲା ବିମାନ । ଅଳ୍ପକେ ଟଳିଗଲା ବଡ ଅଘଟଣ । ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଏକ ବଢ ଅଘଟଣ ଘଟିଛି ଯେଉଁଥିରେ ସେନାର ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି।...