ଅପରାଧଦେଶ ବିଦେଶଅନ୍ୟ ଯୁବକଙ୍କ କଥା ହେବାରୁ ଛାତ୍ରୀଙ୍କୁ କୀଟ ନାଶକ ପିଆଇଦେଲେ ସାର୍mahabharatanewsSeptember 24, 2026 by mahabharatanewsSeptember 24, 202608 ପ୍ରେମ, ପ୍ରତିଶୋଧ, ବୀଭତ୍ସ ହତ୍ୟା। ଛାତ୍ରୀଙ୍କ ପ୍ରେମରେ ଉବୁଟୁବୁ ଥିଲେ ସାର୍। ଅନ୍ୟ ଯୁବକଙ୍କ କଥା ହେବାରୁ ଛାତ୍ରୀଙ୍କୁ କୀଟ ନାଶକ ପିଆଇଦେଲେ। ଘଟଣା ଘଟିଛି ତେଲେଙ୍ଗାନାରେ। ମୃତ ଛାତ୍ରୀ ଜଣଙ୍କ ହେଲେ ତନ୍ଦ୍ରା...
ଅପରାଧଓଡିଶାକମିଶନରେଟ୍ ପୋଲିସରେ ଚର୍ଚ୍ଚାରେ ଥାନା ବାବୁଙ୍କ ପ୍ରେମ କାହାଣୀmahabharatanewsSeptember 15, 2026 by mahabharatanewsSeptember 15, 2026030 କମିଶନରେଟ୍ ପୋଲିସରେ ଏବେ ଚର୍ଚ୍ଚାରେ ଜଣେ ଥାନା ବାବୁଙ୍କ ପ୍ରେମ କାହାଣୀ। ନିଜ ସ୍ତ୍ରୀଙ୍କୁ ଚାଟିଂ କରୁଥିବା ବେଳେ ଅନ୍ୟ ଜଣେ ଯୁବତୀଙ୍କୁ ‘ଆଇ ଲଭ୍ ୟୁ’ମେସେଜ୍ ପଠାଇଥିବା ଅଭିଯୋଗ। ଯୁବତୀ ଏହାକୁ ବିରୋଧ...
ଅପରାଧପୁଣି ଅଶାନ୍ତ ହେଲା ଗଞ୍ଜାମ ; ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡmahabharatanewsSeptember 13, 2026 by mahabharatanewsSeptember 13, 2026033 ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗ୍ରାମରେ ଗୁଳିକାଣ୍ଡ । ଗ୍ରାମର ୩୦ ବର୍ଷୀୟ ଜୟସେନ ପ୍ରଧାନଙ୍କୁ ଯୋଡ଼ାବନ୍ଧ ଛକ ନିକଟରେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସି ତାଙ୍କ ଉପରକୁ...
ଅପରାଧଭାରତଲଙ୍କାଗୁଣ୍ଡ ପକାଇ SBIରୁ ଲୁଟ୍mahabharatanewsSeptember 12, 2026September 12, 2026 by mahabharatanewsSeptember 12, 2026September 12, 2026018 ଲଙ୍କାଗଣ୍ଡ ପକାଇ SBIରୁ ୪ଲକ୍ଷ ୩୫ହଜାର ଲୁଟ୍ । ଏପରି କିଛି ଘଟଣା ଘଟିଛି ମହାରଷ୍ଟ୍ରରର ନାଗପୁରରେ । ଦକ୍ଷିଣ ନାଗପୁରର ସକ୍କରଦରା ଅଞ୍ଚଳର ଭାଣ୍ଡେ ପ୍ଲଟ୍ ରେ ଥିବା SBI ଶାଖାର କର୍ମଚାରୀମାନେ...
ଅପରାଧନଜର ରଖୁଥିଲା ଶ୍ୱଶୁର; ହତ୍ୟା କଲା ଶ୍ୱଶୁରmahabharatanewsSeptember 9, 2026 by mahabharatanewsSeptember 9, 2026022 ବୋହୂ ଉପରେ ସବୁବେଳେ ନଜର ରଖୁଥିଲା ଶ୍ୱଶୁର। ମନେ ମନେ ରାଗିଯାଉଥିଲା ବୋହୂ। ବାସ୍ ଏଥିରେ ବିରକ୍ତ ହୋଇ ବୋହୂ ଜଣଙ୍କ ନିଜ ଶ୍ୱଶୁରଙ୍କୁ ଭଡ଼ାଟିଆ ଗୁଣ୍ଡା ଲଗାଇ ନିର୍ମମ ଭାବେ ହତ୍ୟା କରିଥିବା...
ଅପରାଧରାକ୍ଷସ ସ୍ବାମୀ; ସ୍ତ୍ରୀମାଂସକୁ କୁକୁରକୁ ଦେଲା, ମୁଣ୍ଡକୁ ଫ୍ରିଜରେ ରଖିଲା..mahabharatanewsSeptember 8, 2026 by mahabharatanewsSeptember 8, 2026019 ସ୍ୱାମୀ ପାଲଟିଲା ରାକ୍ଷସ। ସ୍ତ୍ରୀକୁ ହତ୍ୟା କଲା ପରେ ଖଣ୍ଡ ଖଣ୍ଡ କାଟି କୁକୁର ଦେଲା।ଏଥିସହ ସ୍ତ୍ରୀର କଟାମୁଣ୍ଡକୁ ଫ୍ରିଜରେ ରଖିଲା। ଆସାମର ହାଟୀଗାଓଁ ଅଞ୍ଚଳରେ ଘଟିଛି ଏହି ଭୟଙ୍କର ହତ୍ୟାକାଣ୍ଡ। ଜଘନ୍ୟ ହତ୍ୟାକାଣ୍ଡ...
ଅପରାଧଓଡିଶାଦୁର୍ବୁର୍ତ୍ତଙ୍କ ଉନ୍ମତ୍ତ କାଣ୍ଡ ; ଗଣେଷ ପୂଜା ପୂର୍ବରୁ ରାଜଧାନୀରେ ହଲ୍ଲାବୋଲmahabharatanewsAugust 27, 2026 by mahabharatanewsAugust 27, 2026045 ଦାଦା ବଟି ମାଗିଲେ ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦର୍ବୃତ୍ତ । ଭରତପୁର ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଦୁର୍ବୁର୍ତ୍ତ। ଗଣେଶ ପୂଜା ପୂର୍ବରୁ ରାଜଧାନୀରେ ହଲ୍ଲାବୋଲ ଡାକରା ଦେଇଛନ୍ତି ଅପରାଧୀ । ଖଣ୍ଡାରେ...
ଅପରାଧସ୍ତ୍ରୀ ସାଜିଲା ପିଶାଚିନି,ସ୍ବାମୀ ମାରି କାଢ଼ିଲା ଅନ୍ତବୁଜୁଳା…mahabharatanewsAugust 25, 2026 by mahabharatanewsAugust 25, 2026032 ଭୟଙ୍କର..ଅତିଭୟଙ୍କର, ଲୋମଟାଙ୍କୁରା। ସ୍ତ୍ରୀ ସାଜିଲା ପିଶାଚିନି। ସ୍ବାମୀ ମାରି କାଢ଼ିଲା ଅନ୍ତବୁଜୁଳା। ପରେ ଭୟବୀତ ହୋଇଛାତ ତଳକୁ ଡେଇଁ ପଡ଼ିଲା । ହରିୟାଣାର କୁରୁକ୍ଷେତ୍ରରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। କୁରୁକ୍ଷେତ୍ରର ପେହୋୱା ରୋଡରେ ଥିବା...
ଅପରାଧ୧୧ ମାସର ଝିଅ ସହ ସେଲଫି ନେଇ ଯମୁନା ନଦୀରେ ଫିଙ୍ଗି ଦେଲେ ବାପା…mahabharatanewsAugust 17, 2026 by mahabharatanewsAugust 17, 2026048 ଉତ୍ତର ପ୍ରଦେଶର ଆଗ୍ରାରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ବାପା ତାଙ୍କ ୧୧ ମାସର ଝିଅକୁ ଯମୁନା ନଦୀରେ ଫିଙ୍ଗି ଦେଇଥିଲେ। ସବୁଠାରୁ ଦୁଃଖଦ ଘଟଣାଟି ମାଆଙ୍କ ଆଖି ସାମ୍ନାରେ ଘଟିଥିଲା।...
ଅପରାଧଓଡିଶାଜିଲ୍ଲାରେ ଆଇନଶୃଙ୍ଖଳା ଦିନକୁ ଦିନ ଜଟିଳ — ଦିବାଲୋକରେ ମେଡିକାଲ ସୁରକ୍ଷା କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣmahabharatanewsAugust 16, 2026 by mahabharatanewsAugust 16, 2026041 ଫୁଲବାଣୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ। ଦିବାଲୋକରେ ଜଣେ ମେଡିକାଲ ସୁରକ୍ଷା କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଗୁରୁତର କରିଦେଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ...