ଓଡିଶାସ୍ବଚ୍ଛ ଭାରତ ଦିବସ ପାଳିତmahabharatanewsOctober 3, 2026 by mahabharatanewsOctober 3, 202603 ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗାନ୍ଧୀଛକ ଠାରେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମର୍ତ୍ତିରେରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ମାନ୍ୟବର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ...
ଓଡିଶାଉଦଳା ନିର୍ବାଚନ ମଣ୍ଡଳୀର ସେବା ସଂକଳ୍ପ ଅଭିଯାନmahabharatanewsOctober 2, 2026 by mahabharatanewsOctober 2, 2026010 ସାରା ଦେଶରେ ପାଳିତ ହେଉଥିବା ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଆଜି ଉଦଳା ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଉଦଳା ସ୍ଥିତ ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।...
ଓଡିଶାଗାନ୍ଧୀ ଜୟନ୍ତୀରେ ବ୍ରହ୍ମଗିରି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରାmahabharatanewsOctober 2, 2026 by mahabharatanewsOctober 2, 2026013 ଗାନ୍ଧୀ ଜୟନ୍ତୀରେ ବ୍ରହ୍ମଗିରି ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା । ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଓ ଶୁଭେଚ୍ଛୁ ସାମିଲ ।ବ୍ରହ୍ମଗିରି ବ୍ଲକ୍ ୩୦ ନମ୍ବର ଜୋନର...
ଓଡିଶାଆହତ ପଶୁଙ୍କୁ ଟାଣି ଆଣିବାକୁ ପଡ଼ୁଛି, ବଢ଼ୁଛି ଯନ୍ତ୍ରଣାmahabharatanewsOctober 2, 2026 by mahabharatanewsOctober 2, 202609 ପଶୁଙ୍କ ସୁରକ୍ଷା, ଉଦ୍ଧାର ଓ ଚିକିତ୍ସାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରାଣୀ ଉଦ୍ଧାର ଯାନ ତଥା ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ,...
ଓଡିଶାଆଗାମୀ ଦିନରେ ଲୋକଙ୍କ ସ୍ୱର ହେବ ରେଡ଼ିଓ ବାଘାଯତୀନ…mahabharatanewsOctober 2, 2026 by mahabharatanewsOctober 2, 202609 ଆଗାମୀ ଦିନରେ ଲୋକଙ୍କ ସ୍ୱର ହେବ ରେଡ଼ିଓ ବାଘାଯତୀନ। ତୃତୀୟ ପ୍ରତିଷ୍ଠା ଉତ୍ସବରେ ଆଜି ଉପସ୍ଥିତ ଅତିଥିମାନେ ରେଡ଼ିଓ ବାଘାଯତୀନ କୁ ନେଇ କହିଛନ୍ତି ଏଭଳି। ଉଦଳା ରେ ରେଡ଼ିଓ ବାଘାଯତୀନ ର ତୃତୀୟ...
ଓଡିଶାଚାନ୍ଦବାଲିରେ ବରିଷ୍ଠ ନାଗରିକ ଦିବସ ପାଳିତ…mahabharatanewsOctober 2, 2026October 2, 2026 by mahabharatanewsOctober 2, 2026October 2, 202608 ଭଦ୍ରକ ଜିଲ୍ଲାର ଚାନ୍ଦବାଲି ସହର ସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ ସାଧନ କେନ୍ଦ୍ର ଗୃହରେ ଅକ୍ଟୋବର ୧ ତାରିଖ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି । ଏହି ଦିବସ ପାଳନ ଅବସରରେ...
ଓଡିଶାକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମାଧାନ ବୈଠକmahabharatanewsOctober 1, 2026 by mahabharatanewsOctober 1, 2026012 ଆଜି ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର. ପାଟିଲ,...
ଓଡିଶାଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ 2026 ଅନୁଷ୍ଠିତmahabharatanewsOctober 1, 2026 by mahabharatanewsOctober 1, 2026015 ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ 2026 ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ନାଗରିକ...
ଓଡିଶାଗଣିଆରେ ବରିଷ୍ଠ ନାଗରିକ ଦିବସmahabharatanewsOctober 1, 2026 by mahabharatanewsOctober 1, 2026011 ଆଜି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରୁ ଆସିଛି ଏକ ବହୁତ ବଡ଼ ଓ ପ୍ରେରଣାଦାୟକ ଖବର। ଅକ୍ଟୋବର ୧ ତାରିଖ ଅର୍ଥାତ୍ ‘ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ’ ଅବସରରେ ଗଣିଆ ସ୍ଥାନୀୟ ଶିକ୍ଷକ...
ଓଡିଶାବିଶ୍ୱ ଜଳାତଙ୍କ ଦିବସ ସଚେତନତା କାର୍ଯ୍ୟକ୍ରମmahabharatanewsOctober 1, 2026 by mahabharatanewsOctober 1, 2026012 ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବିଭିନ୍ନ ହାଇସ୍କୁଲ ଓ ବ୍ଲକ୍ ର ବିଭିନ୍ନ ହାଇ ସ୍କୁଲ ରେ ଛାତ୍ର ଛାତ୍ରୀଙ୍କୁ ଜଳାତଙ୍କ ଦିବସ ଉପରେ ଲିଫ ଲେଟ ଦେଇ ସଚେତନତା କରାଯାଇଥିଲ। ...