ସ୍କୁଲ ସମୟରେ ବଜାରରେ ବୁଲୁଛନ୍ତି ଶିକ୍ଷକ : ନିରବ ଶିକ୍ଷା ବିଭାଗ
ରାଇଘର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଯୋଡିଙ୍ଗା ପଞ୍ଚାୟତ ବୋରଗା ଶିକ୍ଷକଙ୍କ ଚେତା ପଶୁନାହିଁ । ବୋରଗା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀ(ବୁଲୁ ପାଣିଗ୍ରାହୀ)ଙ୍କ ଅନୁପସ୍ଥିତିକୁ ନେଇ ଚଳିତ ଅନେକ...
