ଅପରାଧସେୟାର ବଜାରରେ ୪ କୋଟି ଋଣ, ଟଙ୍କା ପାଇଁ ପଡ଼ୋଶୀଙ୍କୁ ହତ୍ୟାmahabharatanewsNovember 13, 2026 by mahabharatanewsNovember 13, 202607 ସେୟାର ମାର୍କେଟରେ ଟଙ୍କା ଲଗାଇ ହୋଇଥିଲା ୪ କୋଟି ଟଙ୍କାର ଋଣ। ଋଣ ସୁଜିବାକୁ ନେଲେ ଚରମ ନିଷ୍ପତ୍ତି । ନିଜ ଆପାର୍ଟମେଣ୍ଟରେ ରହୁଥିବା ପଡ଼ୋଶୀ ମହିଳାଙ୍କୁ ହତ୍ୟା କରିବା ପରେ ଲୁଟିନେଲା ୨୧...
Uncategorizedଅସୁସ୍ଥତା ପରେ KBC-୧୮କୁ ଫେରିଲେ ଅମିତାଭ ବଚ୍ଚନ !mahabharatanewsNovember 13, 2026 by mahabharatanewsNovember 13, 202607 ପୁଣି ଟିଭି ପରଦାକୁ ଫେରିବେ ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ। ଅସୁସ୍ଥତା କାରଣରୁ କିଛିଦିନ କାମରୁ ବିରତି ନେବା ପରେ ପୁଣି ଥରେ ଲୋକପ୍ରିୟ କୁଇଜ୍ ଶୋ’ ‘କୌନ୍ ବନେଗା କରୋଡ଼ପତି-୧୮’ର ସେଟ୍କୁ ଫେରିଛନ୍ତି...
ଦେଶ ବିଦେଶନଭେମ୍ବର ୨୧ରେ ନୀତିଶ ସେତୁର ଉଦଘାଟନ କରିବେ ମୋଦି !mahabharatanewsNovember 13, 2026 by mahabharatanewsNovember 13, 202609 ବିହାରକୁ ମିଳିବ ବିକାଶର ନୂଆ ଭେଟି। ନଭେମ୍ବର ୨୧ରେ ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ସମୟରେ ଗଙ୍ଗା ନଦୀ ଉପରେ ନିର୍ମିତ ବହୁ ପ୍ରତୀକ୍ଷିତ ୬ ଲେନ୍ ବିଶିଷ୍ଟ...
ଦୁର୍ଘଟଣାଓଲଟିଲା ସେନା ଗାଡ଼ି, ୮ ଯବାନ ଆହତ !mahabharatanewsNovember 13, 2026 by mahabharatanewsNovember 13, 2026030 ତେଲେଙ୍ଗାନାରେ ବଡ଼ ଅଘଟଣ। ଟ୍ରେନିଂ ବେଳେ ଓଲଟିପଡ଼ିଲା ଭାରତୀୟ ସେନାର ଗାଡ଼ି। ଏହି ଦୁର୍ଘଟଣାରେ ୮ ଜଣ ଯବାନ ଆହତ ହୋଇଛନ୍ତି। ଘଟଣାକୁ ନେଇ ସେନା ମହଲରେ ଚିନ୍ତା ପ୍ରକାଶ ପାଇଛି। ସୂଚନା ଅନୁସାରେ,...
ଦୁର୍ଘଟଣାଆସାମର କାଜିରଙ୍ଗା ନିକଟବର୍ତ୍ତୀ ରୋଙ୍ଗାଝନରୁ ଏକ ମର୍ମନ୍ତୁଦ ଦୁର୍ଘଟଣାmahabharatanewsNovember 13, 2026 by mahabharatanewsNovember 13, 2026031 ଆସାମର କାଜିରଙ୍ଗା ନିକଟବର୍ତ୍ତୀ ରୋଙ୍ଗାଝନରୁ ଏକ ମର୍ମନ୍ତୁଦ ଦୁର୍ଘଟଣା। ଯାତ୍ରୀବାହୀ ଟ୍ରାଭେଲର୍ ମିନିବସ୍ ଏବଂ ଏକ କଣ୍ଟେନର ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ପ୍ରାୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ଏବଂ...
ଓଡିଶାଵାଣିଜ୍ୟସବୁ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର…mahabharatanewsNovember 13, 2026 by mahabharatanewsNovember 13, 2026023 ରାଜ୍ୟରେ ଆହୁରୀ ବଢିଲା ବଢ଼ିଲା ବସ୍ ଭଡ଼ା । ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ସବୁ ବର୍ଗର ବସ୍ ଭଡ଼ା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିଭାଗ...
ଓଡିଶାବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ!mahabharatanewsNovember 13, 2026 by mahabharatanewsNovember 13, 2026028 ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ...
ଓଡିଶାମିନି ମାରାଥନ ପାଈଁ ପ୍ରସ୍ତୁତି ବୈଠକmahabharatanewsNovember 13, 2026November 13, 2026 by mahabharatanewsNovember 13, 2026November 13, 2026030 ବଡ଼ଚଣା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଆୟୋଜିତ ମୋ ବଡ଼ଚଣା ପକ୍ଷରୁ ଆଗମୀ ନଭେମ୍ବର ୧୪ ତାରିଖରେ ମିନି ମାରାଥନ ତଥା ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା...
ଦେଶ ବିଦେଶରସଗୋଲାକୁ ବୋମା ଭାବି ଖାଇଦେଲେ ଯୁବକmahabharatanewsNovember 12, 2026November 12, 2026 by mahabharatanewsNovember 12, 2026November 12, 2026011 ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କୋତୱାଲି ଥାନା ଅଞ୍ଚଳ ଅନ୍ତର୍ଗତ ପାଡ୍ରିଆ ଗାଁରେ ଜଣେ ବ୍ୟକ୍ତି ଏକ ବୋମା ଖାଇ ମୃତ୍ୟୁବରଣ କରିଛନ୍ତି। କୁହାଯାଉଛି ଯେ ବିସ୍ଫୋରକଟି ରସଗୋଲା...
ଦେଶ ବିଦେଶଯୁଦ୍ଧ ଶେଷ ପାଇଁ ୟୁଏଇରେ ରୁଷ-ୟୁକ୍ରେନ ଆଲୋଚନା, ଶାନ୍ତି ପ୍ରକ୍ରିୟାରେ ଭାରତର ସକ୍ରିୟ ଭୂମିକା!mahabharatanewsNovember 12, 2026November 12, 2026 by mahabharatanewsNovember 12, 2026November 12, 2026013 ଦୀର୍ଘ ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ। ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ରୁଷ ଓ ୟୁକ୍ରେନ ପ୍ରତିନିଧିମାନେ ୟୁଏଇରେ ଆରମ୍ଭ କରିଛନ୍ତି ଆଲୋଚନା। ଆମେରିକା ମଧ୍ୟସ୍ଥି ଭୂମିକାରେ ରହିଥିବା ବେଳେ ଭାରତ...