ଖେଳଏହି କାରଣ ପାଇଁ ଭାରତ ଠାରୁ ହାରିଗଲା ପାକିସ୍ତାନ….mahabharatanewsFebruary 16, 2026 by mahabharatanewsFebruary 16, 202609 ଟି-୨୦ ବିଶ୍ୱକପରେ ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୦ ରନରେ ହରାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ...
ଖେଳଦେଶ ବିଦେଶନେପାଳକୁ ହରାଇ ସୁପର-୮କୁ ଗଲା ୱେଷ୍ଟଇଣ୍ଡିଜ୍mahabharatanewsFebruary 15, 2026 by mahabharatanewsFebruary 15, 202607 ୱେଷ୍ଟଇଣ୍ଡିଜ୍ ଟି-୨୦ ବିଶ୍ୱକପ୍ ୨୦୨୬ରେ ପ୍ରଥମ ଦଳ ଭାବେ ସୁପର ୮ରେ ପ୍ରବେଶ କରିଛି । ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ୯ୱିକେଟ୍ରେ ନେପାଳକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଛି...
ଖେଳଦେଶ ବିଦେଶ୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେmahabharatanewsFebruary 13, 2026 by mahabharatanewsFebruary 13, 2026010 ୨୦୨୬ ଟି-୨୦ ବିଶ୍ୱକପରେ ଇତିହାସ ରଚିଛି ଜିମ୍ବାୱେ । ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ପରି ପୂର୍ବତନ ବିଶ୍ବ ଚାମ୍ପିୟନ ଦଳକୁ ୨୩ ରନ୍ରେ ହରାଇ ଦେଇଛି ଜିମ୍ବାୱେ । କଲୋମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ...
ଖେଳଦେଶ ବିଦେଶଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବmahabharatanewsFebruary 12, 2026 by mahabharatanewsFebruary 12, 202607 ଟି୨୦ ବିଶ୍ୱକପରେ ଗୁରୁବାର ଭାରତ ନିଜର ଦ୍ୱିତୀୟ ମୁକାବିଲା ନାମିବ୍ୟା ବିପକ୍ଷରେ ଖେଳିବ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଏବଂ ନାମିବିୟା ମଧ୍ୟରେ ଖେଳାଯିବ ମ୍ୟାଚ୍ । ଚଳିତ ବିଶ୍ବକପ୍ରେ ନାମିବ୍ୟା...
ଖେଳଦେଶ ବିଦେଶଅସ୍ତ୍ରୋପଚାର ପରେ ହର୍ଷିତ ରାଣା ହସ୍ପିଟାଲ ବେଡ୍ ରୁ ଅପଡେଟ୍ ପ୍ରଦାନ କଲେmahabharatanewsFebruary 10, 2026 by mahabharatanewsFebruary 10, 202606 ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ହର୍ଷିତ ରାଣା ଫେବୃଆରୀ ୯ ତାରିଖରେ ତାଙ୍କର ଆଣ୍ଠୁ ସର୍ଜରୀ ସଫଳ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ନିଜ ଇନଷ୍ଟାଗ୍ରାମରେ ଫଟୋ...
ଖେଳଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ସ୍ୱର୍ଣ୍ଣ ପଦକ ଜିତିଲେ ଇଶା ସିଂହmahabharatanewsFebruary 4, 2026 by mahabharatanewsFebruary 4, 2026010 ଅଲିମ୍ପିଆନ୍ ଇଶା ସିଂହ ଏସୀୟ ସୁଟିଂ ଚାମ୍ପିଅନସିପ୍ 2026 ରେ ମହିଳା 10 ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ , ଯେତେବେଳେ ପୁରୁଷ ଇଭେଣ୍ଟରେ ବିଶ୍ୱ ଚାମ୍ପିଅନ୍ ସମ୍ରାଟ ରାଣା ବୁଧବାର ନୂଆଦିଲ୍ଲୀରେ କାଂସ୍ୟ...
ଖେଳଘର କାମ, ମାଡ଼ ଏବଂ… ୧୩ ବର୍ଷର ଝିଅକୁ ବିଛଣା ଭିତରେ ବନ୍ଦ କରିଦିଆଗଲା, ମହିଳା ତାଙ୍କୁ ୬ ବର୍ଷ ଧରି ଚାକର ଭାବରେ ରଖିଥିଲେmahabharatanewsFebruary 4, 2026 by mahabharatanewsFebruary 4, 2026010 ଆସାମର ଗୌହାଟି ଜିଲ୍ଲାରୁ ମାନବିକତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟ ନାବାଳିକା ଝିଅକୁ ଏକ ଡିଭାନ୍ ବେଡ୍ରେ ବନ୍ଦ ଅବସ୍ଥାରେ ମିଳିଛି। ଝିଅଟିକୁ ଉଦ୍ଧାର କରିବାର ଏକ...
ଖେଳଟି୨୦ ବିଶ୍ବକପ ପୂର୍ବରୁ ସୂର୍ଯ୍ୟ କୁମାରଙ୍କୁ ସମସ୍ତ ଖେଳାଳି ଦେଲେ ଧନ୍ୟବାଦmahabharatanewsFebruary 4, 2026 by mahabharatanewsFebruary 4, 202607 ଟିମ୍ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି । ସେମାନେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି୨୦ ସିରିଜରେ ସେମାନଙ୍କର ପ୍ରସ୍ତୁତି ଦେଖାଇ ସାରିଛନ୍ତି, ଏବଂ ଏବେ ଫେବୃଆରୀ ୪ ତାରିଖରେ ଦକ୍ଷିଣ ଆଫ୍ରିକା...
bharatଖେଳବିଶ୍ୱଭାରତବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।mahabharatanewsFebruary 3, 2026 by mahabharatanewsFebruary 3, 2026013 ବିରାଟଙ୍କ ରେକର୍ଡ କାଟିଲେ ବାବର । ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ ଖେଳାଳି...
ଖେଳପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ମୁହଁ ଖୋଲିଲେ ରୋହିତ ଶର୍ମାmahabharatanewsFebruary 3, 2026 by mahabharatanewsFebruary 3, 2026013 ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ, ପଦ୍ମଶ୍ରୀରେ ସମ୍ମାନିତ ହେବା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ଏହାକୁ ତାଙ୍କ ଏବଂ ତାଙ୍କ ପରିବାର ପାଇଁ...