ଓଡିଶା

ବରଡ଼ିହି ଗ୍ରାମ ପଞ୍ଚାୟତରେ ରକ୍ତଦାନ ଶିବିର

(ଦୀପକ ମିଶ୍ର/ ଉଦଳା): ଜୀବନ ବିନ୍ଦୁ ପକ୍ଷରୁ ଆଜି ଉଦଳା ନିର୍ବାଚନ ମଣ୍ଡଳୀ ବରଡ଼ିହି ଗ୍ରା. ପ. ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି କ୍ଷ ବରଡ଼ିହି ଗ୍ରା.ପ.ର ଯୁବ ନେତା ସନାତନ ନାୟକଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା କ୍ଷ ବ୍ଲକ ତଥା ପଞ୍ଚାୟତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକମାନେ ରକ୍ତଦାନ କରିଥିଲେ କ୍ଷ ଏହି ରକ୍ତଦାନ ଶିବିରକୁ ଉଦଳା ଉପଖଣ୍ଡ ଡାକ୍ତରଖାନାର କର୍ମଚାରୀ ମାନେ ସହଯୋଗ କରିଥିଲେ କ୍ଷ ଓଡିଶା କୃଷି ନିଗମର ଅଧକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଓ ଉଦଳା ନିର୍ବାଚନ ମଣ୍ଡଳୀର ଜୀବନବିନ୍ଦୁ ସଂଯୋଜକ ଅମୀୟ ବଳ ପ୍ରମୁଖ ଯୋଗ ଦେଇଥିଲେ । ।

Related posts

ଆରପାରିରେ ପାରାଦୀପର ବର୍ଷିଆନ ଶ୍ରମିକନେତା ଦୋଳଗୋବିନ୍ଦ ଦାସ

mahabharatanews

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ

mahabharatanews

ବାଲୁକା କଳାରେ ପବିତ୍ର ମହାଶିବରାତ୍ରୀ 

mahabharatanews