ଓଡିଶା

ଭାଲୁ ଆକ୍ରମଣରେ ୩ ଆହତ

(ମହାଭାରତ, ନୂଆପଡା): ନୂଆପଡା ଜିଲ୍ଲା ବୋଡେନ ବ୍ଲକର ବିଭିନ୍ନ ଗାଁରେ ମଙ୍ଗଳବାର ସକାଳେ ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳେ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ତିନି ଜଣ ଭାଲୁ ହାବୁଡରେ ପଡିଯାଇଥିଲେ । ଆହତମାନେ ଏହି ଗାଁର ବାସିନ୍ଦା ବୋଲି ଜଣାଯାଇଛି ।

Related posts

ଭିଜିଲାନ୍ସ ଜାଲରେ ହର୍ଟିକଲଚର ମାଳୀ

mahabharatanews

ବୈଦୁର୍ଯ୍ୟ ଖଣି ଖନନ ନେଇ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଜିଲ୍ଲା ସ୍ତରୀୟ କରୋନା ଭୂତାଣୁ ସଚେତନତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

mahabharatanews