ଓଡିଶା

୫ ବାଲି ବୋଝେଇ ଟ୍ରାକ୍ଟରରୁ ୧ଲକ୍ଷ ଟଙ୍କା ଜରିମାନା

ଜ୍ୟୋତିରଂଜନ/ ଧର/ କଣିହାଁ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ କୁମୁଣ୍ଡା ଗ୍ରାମ ନିକଟରେ ଥିବା ସିଙ୍ଗିଡା ନାଳରୁ ଚୋରା ବାଲି ବୋଝେଇ ୫ଟ୍ରାକ୍ଟରକୁ ସୋମବାର ସକାଳେ କଣିହାଁ ତହସିଲ ପକ୍ଷରୁ ଜବତ କରାଯାଇଛି । ଉକ୍ତ ବାଲି ବୋଝେଇ ଟ୍ରାକ୍ଟର ଗୁଡିକ ତହସିଲ ପରିସରକୁ ଅଣାଯାଇଥିଲା । ପରେ ଏହି ୫ଟ୍ରାକ୍ଟରରୁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବା ପରେ ସେଗୁଡିକୁ ଛାଡି ଦିଆଯାଇଥିବା କଣିହାଁ ତହସିଲଦାର ଶ୍ରୀଯୁକ୍ତ ପତିତପାବନ ଦେବତା ପ୍ରକାଶ କରିଛନ୍ତି ।

Related posts

ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ ନିର୍ଦ୍ଦେଶ ଦେଲେ ଜଳସମ୍ପଦ ବିଭାଗ ନିବାର୍ହୀ ଯନ୍ତ୍ରୀ

mahabharatanews

ପାର୍କିଂ କଳିରୁ ଡବଲ ମର୍ଡର !

mahabharatanews

ବାଂଶଡା ପୋଲିସକୁ ସଫଳତା, ହତ୍ୟାକାରୀର କଲା ସିନ ରିକ୍ରିଏସନ

mahabharatanews