ଓଡିଶା

ଜୁନ୍ ୮ ସୁଦ୍ଧା ଯୁକ୍ତ ୨ କଳା ପରୀକ୍ଷା ଫଳାଫଳ

(ଭୁବନେଶ୍ୱର) : ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ  ।  ଏନେଇ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ଆଜି +2ର ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି ।

ତେବେ  ଆସନ୍ତା ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାରେ ପରବର୍ତ୍ତନ କରାଯିବ । ଏହାସହ ଆସନ୍ତା ବର୍ଷଠାରୁ ଗୋଟିଏ ଦିନରେ ହିଁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।

ଅନ୍ୟପଟେ  ଏଥିରେ ୭୮, ୯୩୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ ହାର୍ ୮୪.୯୩ ପ୍ରତିଶତ ରହିଛି । ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ୯,୫୩୬ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଚଳିତ ବର୍ଷ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି ।

Related posts

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଘରକୁ ଗଲେ ୧୧୯ଜଣ ପ୍ରବାସୀ ଓଡିଆ

mahabharatanews

ମେ ୩୧ ପର୍ଯ୍ୟନ୍ତ ଚାଲିବ ସ୍କୁଲ ନାମଲେଖା

mahabharatanews

ଗଜପତି ମହୋତ୍ସବ-୨୦୨୫ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews