ଓଡିଶା

ଭଷ୍ମୀଭୂତ ହେଲା ୨ ବଖରା

କେନ୍ଦ୍ରାପଡ଼ା : (ଅଶ୍ଵିନୀ କୁମାର ସାହୁ) ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ସହ ଗୋରୁ ଗୁହାଳ ଘର । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକା ବ୍ଲକ ବାଙ୍ଗରକୁଆ ଗାଁ ରେ । ଗତକାଲି ରାତିରେ ରମାକାନ୍ତ ମଝି ଙ୍କ ପୁଅ ଭୀମ ମାଝୀଙ୍କର ୨ବଖରା ଘର ସହିତ ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରୁଥିଲେ ମଧ୍ୟ ଘରର ସମସ୍ତ ଆବାସ ପତ୍ର ପୋଡି ଜଳି ପାଉଁଷ ହୋଇଯାଇଛି । ରମାକାନ୍ତ ଜଣେ ଗରିବ ଶ୍ରେଣିର ଲୋକ ହୋଇଥିବାରୁ ତାଙ୍କର ରହିବା ପାଇଁ ବାସଗୃହ ଖଣ୍ଡେ ସାହାର୍ଯ୍ୟ କରିବାକୁ ଦାବିକରିଛନ୍ତି ଗାଁ ଲୋକେ ।

Related posts

ଶ୍ରୀଜୀଉଙ୍କୁ ଦର୍ଶନ କରିବେ ମୁଖ୍ୟ ଶାସନ ସଚିବ

mahabharatanews

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନକୁ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛା

mahabharatanews

ହାଜର ହେବାକୁ ପ୍ରତାପ ଜେନାଙ୍କୁ ସମନ

mahabharatanews