ରାଜନୀତି

ଧାମନଗର ଉପର୍ନିବାଚନ: ଆସିଲା ଏକଦଶ ରାଉଣ୍ଡ ଫଳାଫଳ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ବିର୍ତ୍ତମାନ ଭୋଟଗଣତି ଏକାଦଶ ପର୍ଯ୍ୟାୟରେ ପହଞ୍ଚିଛି । ଏକାଦଶ ପର୍ଯ୍ୟାୟରେ ସମୁଦାୟରେ ବିଜେଡି ୪୪ହଜାର ୪ଶହ ୮୪ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି ୪୯ ହଜାର ୭୯୪ଖଣ୍ଡ ଭୋଟ , କଂଗ୍ରେସ ୨୦୪୬ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ ରାଜୁ ୬ ହଜାର ୩୧୯ ଖଣ୍ଡ ଭୋଟ ପାଇଥିବା ବେଳେ ପବିତ୍ର ମୋହନ ଦାସ ସ୍ୱାଧୀନପ୍ରାଥୀ ୩ ଶହ ୩ ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ ଏକାଦଶ ରାଉଣ୍ଡ ସୁଦ୍ଧା ବିଜେପି ୫ ହଜାର ୩୧୦ ଖଣ୍ଡ ଭୋଟରେ ଆଗୁଆ ରହିଛି । । ଧାମନଗର ରେ ଧାଉଁଛି ବିଜେପି,ପଛରେ ବିଜେଡି ଆଗରେ ବିଜେପି । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।

ତେବେ ଏକାଦଶ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅବନ୍ତୀ ୪ ହଜାର ୮ ଖଣ୍ଡ ଭୋଟ, ବିଜେପିର ପ୍ରାଥୀ ସୂର୍ଯ୍ୟବଂଶୀ ସୂରଜ ୪ ହଜାର ୪ଶହ ୭୩ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାଥୀ ୧ ଶହ ୫୧ଜଣ ଏବଂ ସ୍ୱାଧୀନ ପ୍ରାର୍ଥୀ ୩ ଶହ ୭୨ ଖଣ୍ଡ ଭୋଟ ପାଇଥିବା ସୂଚନା ରହିଛି ।

Related posts

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ଆରଏସଏସକୁ ତାଲିବାନ ଆତଙ୍କବାଦୀ ସହ ତୁଳନା କଲେ ଦିଗବିଜୟ ସିଂହ

mahabharatanews

ଓଡି଼ଶା ବିଜେପି ପ୍ରଭାରୀ ହେଲେ ସୁନୀଲ ବଂଶଲ

mahabharatanews