ଓଡିଶାଶିକ୍ଷା

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା.

ଭୁବନେଶ୍ୱର:ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ମେ ମାସ ୪ ରୁ ହେଉଥିବା ଖରା ଛୁଟିରୁ ଏହା ଆରମ୍ଭ କରାଯିବ । ଏଥି ପାଇଁ ସ୍ୱତନ୍ତ୍ର ସିଲାବସ କରାଯାଇଛି ।  କ୍ଲାସର ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ କରାଯାଇଛି । ପ୍ରତି ଗ୍ରୁପର ମନିଟର କରିବେ ଜଣେ ଶିକ୍ଷକ. ସେମାନେ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଯେ ଅବସରକାଳୀନ ସିଲାବସ ଅନୁସାରେ କେତେ ପାଠ ପଢୁଛନ୍ତି । ଏହାର ଉଦେଶ୍ୟ ହେଉଛି ଯେ ଛୁଟିରେ ବି ଶିକ୍ଷା ସହ ଜଡିତ ରହିବେ ଛାତ୍ର ଛାତ୍ରୀ ଓ ସେମାନଙ୍କ ସମୟ ନଷ୍ଟ ନ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Related posts

ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ

mahabharatanews

ଘରୁ ମିଳିଲା ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ

mahabharatanews

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଅଭିନେତା ଆର ମାଧବନ

mahabharatanews