ଓଡିଶାଶିକ୍ଷା

ଖରାଛୁଟିରେ ପାଠପଢା ପାଇଁ ଜାରି ହୋଲା ଟୋଲ ଫ୍ରି ନମ୍ବର

ଭୁବନେଶ୍ୱର: ଖରାଛୁଟିରେ ଛାତ୍ର ଛାତ୍ରୀଙ୍କ ପାଠପଢାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷାବିଭାଗ ପକ୍ଷରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ‘ହଲିଡେ ହୋମୱାର୍କ ପ୍ରୋଗ୍ରାମ’ ସମସ୍ତ ଜିଲ୍ଲାରେ ଜାରି ହୋଇଛି ଟୋଲ ଫ୍ରି ନମ୍ବର । ମେ ୧ ତାରିଖରୁ ହୋମୱାର୍କ କରାଇବା ପାଇଁ ଏସଓପି ପାଳନ କରିବା ସହ ଗାଇଡ ଲାଇନ୍ ଜାରି ହୋଇଛି । ଛାତ୍ରଛାତ୍ରୀଙ୍କ ହୋମୱାର୍କ ସଂକ୍ରାନ୍ତ ପ୍ରଶ୍ନ ଗୁଡିକର ସିଧା ସଳଖ ପ୍ରଶ୍ନର ଉତ୍ତର ନିମନ୍ତେ ସହାୟତା କେନ୍ଦ୍ର ଖୋଲାଯାଇଛି । ବିଭିନ୍ନ ଜିଲ୍ଲା ପାଇଁ ଅଲଗା ଅଲଗା ଟୋଲ ଫି ନମ୍ବର ଜାରି ହୋଇଛି । ଆଜି ସ୍କୁଲ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ , ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହାୟତାକେନ୍ଦ୍ର ଖୋଲାଯାଇ ଦୈନିକ ୪ଜଶ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି ।

Related posts

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

mahabharatanews

ଜଣେ ମହିଳାଙ୍କ ମାଡ଼ରେ, କାର୍ଯ୍ୟରତ ଅଙ୍ଗନ ବାଡ଼ି କର୍ମୀ ଗୁରୁତର ହୋଇ ଚେତା ଶୂନ୍ୟ

mahabharatanews

ଏକାମ୍ରହାଟ ନବୀକରଣ ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews