ମନୋରଞ୍ଜନ

 ବକ୍ସ ଅଫିସରେ ଧମାଲ ମଚାଇ ପାରିଲେନି ସଲମାନ

(ମୁମ୍ବାଇ) : ନିକଟରେକିସି କି ଭାଇ କିସି କି ଜାନରିଲିଜ ହୋଇଯାଇଛି ଯାହାକୁ ନେଇ ସବୁଆଡୁ ଢେର ସାରା ଭଲପାଇବା ତାହା ଏବେ ଚର୍ଚାର ବିଷୟ ପାଲଟିଛି ଭାଇଜାନ ସୋସିଆଲ ମିଡିଆରେ ନିଜ ପରିବାର ଜନଙ୍କ  ସହିତ ସହିତ ସମୟ କଟାଇବା ଦେଖିବାକୁ ମିଳିଥିଲା ଫିଲ୍ମ ରିଲିଜ୍ ହେବାର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ବକ୍ସ ଅଫିସରେ ଫିଲ୍ମର ଆୟ ଏତେ ତା ଖାସ ନାହିଁ

ପ୍ରାୟ ୧୫୦ କୋଟି ବଜେଟ୍ରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ଦେଶରେ ୪୫୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଛି, କିନ୍ତୁ ଏହା ପରେ ବି ଫିଲ୍ମ ଏହାର ବଜେଟ ରୋଜଗାର କରିପାରି ନାହିଁ। ଫିଲ୍ମଟି ୧୦୦ କୋଟି କ୍ଲବ୍ରେ ଯୋଗଦେବା ଠାରୁ ବହୁ ଦୂରରେ ରହିଛି। ଫିଲ୍ମରେ ଏପରି ଅନେକ ତ୍ରୁଟି ଅଛି ଯାହା ଦର୍ଶକଙ୍କୁ ନିରାଶ କରିଛି।

 

 

Related posts

 ଓଟିଟି ପ୍ଲାଟଫର୍ମରେ ‘ପୁଷ୍ପା-୨’

mahabharatanews

ଚର୍ଚାରେ ବିଦ୍ୟୁତଙ୍କ ଉଲଗ୍ନ ଫୋଟୋ 

mahabharatanews

ଖୁବଶୀଘ୍ର ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’

mahabharatanews