ଓଡିଶା

ଆସନ୍ତା କାଲିଠୁ ୫ମାସ ଧରି ଶିମିଳିପାଳ ବନ୍ଦ

(ଶିମିଳିପାଳ):  ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା ।  ଜୁନ୍୧୬ରୁ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ମୌସୁମୀ ହେତୁ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ସାଧାରଣତଃ ବର୍ଷା ସମୟରେ ଶିମିଳିପାଳ ଜଙ୍ଗଲ ଓ ପାହାଡ଼ରୁ ମାଟିପଥର ଅତଡ଼ା ଖସିବାର ସମ୍ଭାବନା ରହିଥାଏ। ଜଙ୍ଗଲ ଭିତରେ ସଂକୀର୍ଣ୍ଣ ରାସ୍ତା ବି ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରେ। ତେଣୁ ସବୁବର୍ଷ ଭଳି ଏଥର ମଧ୍ୟ ଏଭଳି କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ତେବେ ଏହି ବନ୍ଦ ଅବଧି ସମୟରେ ଜାମୁଆଣି, ଗୁଡଗୁଡ଼ିଆ, କୁମାରୀ ଓ ରାମତୀର୍ଥ ଇକୋ ଟୁରିଜିମ୍ କମ୍ପ୍ଲେକ୍ସଗୁଡିକ ପର୍ଯ୍ୟଟକ ଓ ପରିଦର୍ଶକଙ୍କ ଭ୍ରମଣ ନିମନ୍ତେ ଖୋଲାରହିବ ବୋଲି ସ୍ୱଷ୍ଟ ହୋଇଛି ।

Related posts

୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକରେ  କଣ୍ଟେନରରେ ନିଆଁ, ୪ ଆହତ

mahabharatanews

ହାଇକୋର୍ଟଙ୍କ ନିର୍ଦେଶ ମୁତାବକ୨୦୧୩ ପଲିସି ଅନୁଯାୟୀ ଲୋକଙ୍କୁ ମିଳିବ କ୍ଷତିପୂରଣ : ସୂଚନା ଦେଲେ ବିସ୍ଥାପନ ମଞ୍ଚ ସଭାପତି

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କର ମୃତ୍ୟୁ, ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧୫୬୦କୁ ବୃଦ୍ଧି

mahabharatanews