ଓଡିଶା

ଦଶହରାରେ ଲଘୁଚାପ ସମ୍ଭାବନା 

(ଭୁବନେଶ୍ୱର) : ଦଶହରାରେ ଲଘୁଚାପ ସମ୍ଭାବନା । ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ରହିପାରେ । ଏହା ପ୍ରଭାବରେ ଅକ୍ଟୋବର ୨୩ ରୁ ୨୬ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆକଳନ ଅନୁଯାୟୀ,  ଏକ ଲଘୁଚାପ ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର ୨୪ତାରିଖ ବେଳକୁ ଓଡ଼ିଶା ଉପକୂଳରେ ରହିପାରେ । ତେବେ ଏହା ଅଧିନ ଘନିଭୂତ ହୋଇ ବାଂଲାଦେଶ ଆଡକୁ ମୁହାଁଇପାରେ । ସେପଟେ କୃଷି ପାଣିପାଗ ବିଶାରଦ ଡକ୍ଟର ପଶୁପାଳକ କହିଛନ୍ତି, ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ ।

Related posts

ଭୁବନେଶ୍ୱର ଏକ୍ସଆଇଏମବି ସିଲ

mahabharatanews

ଘୂର୍ଣ୍ଣି ବଳୟ ପ୍ରଭାବ: ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ବିଜେଡି ନେତା ରାଜା ଚକ୍ରଙ୍କ ରେଞ୍ଜ ରୋଭର ଗାଡି ଜବତ

mahabharatanews