ମନୋରଞ୍ଜନ

ବେବି ବମ୍ପ୍‌’କୁ ଲୁଚାଉଛନ୍ତି କ୍ୟାଟ୍ରିନା ଏପରି କହିଲେ ଜଣେ ଉପଭୋକ୍ତା   

(ମୁମ୍ବାଇ) :  ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଗର୍ଭବତୀ ଥିବା ସୋସିଆଲ ମିଡିଆରେ ଚର୍ଚା ଥମିବାର ନାଁ ଧରୁନି । ଅଭିନେତା ଭିକି କୌଶଲଙ୍କ ଧର୍ମପତ୍ନୀ କ୍ୟାଟ୍‌ଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ କ୍ୟାଟ୍ରିନା ତାଙ୍କ ଫିଲ୍ମର ପ୍ରମୋସନ୍‌ ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ। ସେଠାରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ସେ ତାଙ୍କ ପେଟକୁ ଓଢ଼ଣାରେ ଢାଙ୍କିଥିବାର ନଜର ଆସିଛନ୍ତି।

ସୂଚନାନୁଯାୟୀ , ଏହି କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ୍‌ ଏକ ପାରମ୍ପରିକ ପୋଷାକ ପିନ୍ଧି ବେଶ୍‌ ଆକର୍ଷଣୀୟ ଦିଶୁଥିବା ବେଳେ ସେ ତାଙ୍କ ପେଟକୁ ଘୋଡ଼ାଇ ଥିବାର ନଜର ଆସିଥିଲେ। ଫଳରେ ପ୍ରଶଂସକମାନେ ଅନୁମାନ କରିବାକୁ ଲାଗିଲେ ଯେ ସେ ହୁଏତ ତାଙ୍କ ‘ବେବି ବମ୍ପ୍‌’କୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି।

Related posts

ବଲିଉଡ୍‌ ଅଭିନେତା ଶ୍ରେୟସ୍ ହୃଦ୍‌ଘାତରେ ପୀଡ଼ିତ

mahabharatanews

ଧୁରନ୍ଧରର ଆୟକୁ ନେଇ ସାମ୍ନାକୁ ଆସିଲା ନୂଆ ରିପୋର୍ଟ

mahabharatanews

ନୂଆ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଧର୍ମେନ୍ଦ୍ର

mahabharatanews