ଓଡିଶା

ତତଲା ଡାଲି ପଡି ସେବାୟତ ଗୁରୁତର 

(ପୁରୀ) :  ବାଇଶି ପାହାଚରେ ଠେଲାପେଲା ଯୋଗୁଁ ଜଣେ ବୋଝିଆ ସେବାୟତ ଗୁରୁତର ହୋଇଛନ୍ତି।  ଶ୍ରୀମନ୍ଦିରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶ୍ରୀମନ୍ଦିରରେ ଅରବଲ ଭିଡ଼ ହେତୁ ବାରଂଭବର ଏଭଳି ଅଘଟଣ ଘଟୁଥିବାରୁ ସମସ୍ତେ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସୂଚନାନୁଯାୟୀ ,ସଦର ଥାନା ଅଧୀନ କନ୍ଥପୁର ନିବାସୀ ଜମ୍ବେଶ୍ବର ବରାଡ଼ ଆଜି ବେତାରେ ମହାପ୍ରସାଦ ନେଇ ଆସୁଥିବା ବେଳେ ବାଇଶି ପାହାଚରେ ଅଘଟଣର ସାମ୍ନା କରିଥିଲେ। ଅଭଡା ନେଇ ଆସୁଥିବା ବେଳେ ସେ ବାଇଶିପାହାଚରେ ଭକ୍ତମାନଙ୍କ ଧକ୍କାରେ ଆହତ ହୋଇଥିଲେ। ଗରମ ଡାଲି ଓ ଅନ୍ନ ଆଣି ଆସୁଥିବାରୁ ତାହା ପଡ଼ିଯିବାରୁ ଆହତ ହୋଇଥିଲେ।

Related posts

ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ 

mahabharatanews

ଲକଡାଉନ ଯୋଗୁଁ ସାଇକେଲରେ ନରସିଂହ ପୁର ପହଞ୍ଚିଲେ ପ୍ରବାସୀ

mahabharatanews

ବିଜେଡିର ନିର୍ବାଚନ ଇସ୍ତାହାର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ 

mahabharatanews