ଓଡିଶା

୩ଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର

ସୋର : ତିନୋଟି ବିରଳ ଧଳା ଗରୁଡ ପକ୍ଷୀ ଉଦ୍ଧାର l ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ତୀରଖୁଆ ଗ୍ରାମରେ ଏହି ବିରଳ ପକ୍ଷୀ l ଗ୍ରାମବାସୀ ଚାଷଜମିକୁ ଆସିଥିବା ବେଳେ ଏକ ଛୋଟ ଭଙ୍ଗା ତାଳ ଗଛରେ ତିନୋଟି ବିରଳ ପକ୍ଷୀ ଦେଖିବାକୁ ପାଇଥିଲେ l ଏପରି ପକ୍ଷୀ ଆଗରୁ ଦେଖି ନଥିବା ବେଳେ ଏମିତି ପକ୍ଷୀକୁ ପ୍ରଥମ ଥର ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।

ଖବର ଶୁଣି ଏହି ବିରଳ ପକ୍ଷୀକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳେ ବାହାରୁ ମଧ୍ୟ ଲୋକମାନେ ଆସି ପକ୍ଷୀକୁ ଦେଖିଥିଲେ l ଏହି ପକ୍ଷୀ ତିନୋଟି ଗରୁଡ଼ ପକ୍ଷୀ ପରି ଦେଖାଯାଉଥିବା ବେଳେ ପକ୍ଷୀଙ୍କୁ ଗଛରେ ଛାଡି ଦେଇଥିବା ସୂଚନା ମିଳିଛି ।

Related posts

ନନ୍ଦନକାନନରେ ଟ୍ରାନ୍ସଫର୍ମର ମିଟର ୟୁନିଟ ଫାଟି ୩ ଗୁରୁତର

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୧୮ ଦିନ  

mahabharatanews

ପୁରୀ ହାଜତ ମୃତ୍ୟୁ ମାମଲା: ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews