ମନୋରଞ୍ଜନ

ବିବାହ କରିବେ ରଶ୍ମିକା

(ମୁମ୍ବାଇ) : ବିବାହ କରିବେ  ରଶ୍ମିକା ଚର୍ଚ୍ଚାରେ ଅଛନ୍ତି । ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣୁଥିବା ଏବଂ ଆଜିକା ତାରିଖରେ ଫିଲ୍ମ ଆନିମଲକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନ ପାଇଁ ରଶ୍ମିକା ଚର୍ଚ୍ଚାରେ ଅଛନ୍ତି ।

ସୂଚନାନୁଯାୟୀ, ରଶ୍ମିକା ଏବଂ ଅଭିନେତା ବିଜୟ ଦେବରାକୋଣ୍ତାଙ୍କ ରିଲେସନକୁ ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ହେଉଛି । ଉଭୟଙ୍କୁ ଏକାଠି ଅନେକ ଥର ସ୍ପଟ୍ ମଧ୍ୟ କରାଯାଇଛି । ବର୍ତ୍ତମାନ ଏହି ଦୁଇ ଷ୍ଟାରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଇନଷ୍ଟାଣ୍ଟ ବଲିଉଡ ଅନୁଯାୟୀ, ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବାକୁ ଯାଉଛନ୍ତି।

Related posts

ରିଲିଜ ହେଲା ଚଳଚ୍ଚିତ୍ର ‘Sam Bahadur’ର ଟିଜର

mahabharatanews

ଡାକ୍ତରଖାନାରେ ରାକ୍ଷୀ ସାୱନ୍ତ

mahabharatanews

 କାମାକ୍ଷା ମନ୍ଦିରରେ ତମନ୍ନା ଭାଟିଆ

mahabharatanews