ଓଡିଶା

୭୬ ବର୍ଷରେ ବରଗଡ଼ ଧନୁଯାତ୍ରା

(ବରଗଡ଼) : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।୭୬ ବର୍ଷରେ ବରଗଡ଼ ଧନୁଯାତ୍ରା ପହଞ୍ଚିବା ଭିତରେ ୧୦ କଂସଙ୍କ ରାଜୁତି ଏଠି ଖୋଲାମଞ୍ଚରେ ଏଯାଏଁ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ଚଳିତ ୭୬ତମ ବର୍ଷ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ହୃଷୀକେଶ ଭୋଇ ରାଜୁତି କରିବେ। ଏଥିପାଇଁ ଆଖଡ଼ାରେ ପ୍ରତ୍ୟହ ଅଭ୍ୟାସ ଜାରି ରଖିଛନ୍ତି। ସାଧାରଣ ଡ୍ରାଇଭର ଚାକିରି କରୁଥିବା ହୃଷୀକେଶ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ସଫଳ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି।। ୭୬ ବର୍ଷରେ ବରଗଡ଼ ଧନୁଯାତ୍ରା ପହଞ୍ଚିବା ଭିତରେ ୧୦ କଂସଙ୍କ ରାଜୁତି ଏଠି ଖୋଲାମଞ୍ଚରେ ଏଯାଏଁ ଦେଖିବାକୁ ମିଳିଛି। ଲୋକଙ୍କୁ ବେଶ ଆକୃଷ୍ଟ କରୁଛି ।

Related posts

ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୧୪୪ ଧାରା ଜାରି 

mahabharatanews

ରାଜ୍ୟରୁ ପୁଣି ୨୫୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews

୫୮ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଡାକ୍ତରୀ ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଗଲା

mahabharatanews